Categories: ଫୁରସତ

ବେଲୁନ୍‌ ସହ କୁକୁରଛୁଆ ଖେଳୁଛି ଏମିତି, ଭିିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁର ଛୁଆ ବେଲୁନ୍‌ ସହ ଖେଳୁଥିବା ଦେଖିବାକୁ ମିଳୁଛି। ବେଲୁନ୍‌ଟି ଉଡ଼ି ଯାଉଥିବା ବେଳେ ସେ ତାହାକୁ ଯାଇଁ ଧରୁଛି। କୁକୁରଛୁଆଟି ବେଲୁନ୍‌ରେ ଖେଳି ବେସ୍‌ ଖୁସିଥିବା ଜଣାପଡ଼ୁଛି।
ଭିଡିଓକୁ ବୁଟେନଗେବିଡେନ୍‌ ଟୁଇଟର ହ୍ୟଣ୍ଡେଲରେ ଶେୟାର କରାଯାଇଛି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share