ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ବଚ୍ଚନ ପାଣ୍ଡେ’

ବହୁ ପ୍ରତୀକ୍ଷିତ ଫିଲ୍ମ‘ବଚ୍ଚନ ପାଣ୍ଡେ’ଆଜି ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ଆକ୍ସନ-କମେଡି ଭରପୂର ରହିଛି। ଆଶା କରାଯାଉଛି ଫିଲ୍ମକୁ ଦର୍ଶକ ପସନ୍ଦ କରିବେ। ଏହି ଫିଲ୍ମକୁ ଫରହାଦ୍‌ ସାମଜି ନିର୍ଦ୍ଦେଶନା ଦେଇଛନ୍ତି।

Share