Posted inଫୁରସତ

ଏହି ଦେଶରେ ରୁହନ୍ତି ସବୁଠୁ ସୁନ୍ଦରୀ ଯୁବତୀ

ବାସ୍ତବରେ ସବୁଠାରୁ ସୁନ୍ଦରୀ ଯୁବତୀମାନଙ୍କ ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ। କାରଣ ପ୍ରତ୍ୟେକ ଯୁବତୀ ନିଜ ନିଜ ଷ୍ଟାଇଲ୍‌ରେ ସୁନ୍ଦର ଅଟନ୍ତି। ଏହା ସତ୍ତ୍ୱେ ଦୁନିଆରେ କିଛି ଦେଶ ଅଛି, ଯେଉଁଠାରେ ଯୁବତୀମାନେ ସେମାନଙ୍କର ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଅଟନ୍ତି ଏବଂ ସମଗ୍ର ବିଶ୍ୱବାସୀ ସେମାନଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରନ୍ତି।

News18

ଆପଣ ଜାଣନ୍ତି କି କେଉଁ ଦେଶରେ ଦୁନିଆର ସବୁଠାରୁ ସୁନ୍ଦରୀ ଯୁବତୀ ବାସ କରନ୍ତି? ଲୋକମାନେ ପ୍ରାୟତଃ ଗୁଗ୍‌ଲରେ ଏହି ପ୍ରଶ୍ନ ପଚାରିଥାନ୍ତି। ଏହା ସହିତ ଜଡ଼ିତ ସର୍ବେକ୍ଷଣ ମଧ୍ୟ କରାଯାଏ। ତେବେ ଏହି ସର୍ବେକ୍ଷଣ ଦ୍ୱାରା କେଉଁ ଦେଶର ଯୁବତୀଙ୍କୁ ସବୁଠାରୁ ସୁନ୍ଦର ଘୋଷିତ କରାଯାଇଛି ଜାଣନ୍ତୁ ସେ ସମ୍ପର୍କରେ…

ୟୁରୋପୀୟ ସଂଗଠନ ଦ୍ୱାରା ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ ବିଶେଷଜ୍ଞମାନେ ଯୁବତୀମାନଙ୍କର ଚର୍ମ ରଙ୍ଗ ଏବଂ ଆଖି ରଙ୍ଗ ସହିତ ଅନେକ କିଛି ପରୀକ୍ଷା କରିଥିଲେ। ଯଦି ଆପଣ ଭାବୁଛନ୍ତି ଯେ, ଏହି ଦେଶ ହେଉଛି ଭାରତ କିମ୍ବା କୌଣସି ଏସୀୟ ଦେଶ, ତେବେ ତାହା ବି ନୁହେଁ। ଏଥିରେ ଦୁଇ ଦେଶର ନାମ ରହିଛି।

News18

ଗତ ଦୁଇବର୍ଷ ଧରି ଯୁଦ୍ଧର ଭୟାବହତାର ସମ୍ମୁଖୀନ ହେଉଥିବା ଗୋଟିଏ ଦେଶ ହେଉଛି ୟୁକ୍ରେନ। ଏଠାରେ ଥିବା ଯୁବତୀମାନେ ସମଗ୍ର ବିଶ୍ୱରେ ଆକର୍ଷଣୀୟ ବିବେଚିତ ହୁଅନ୍ତି। ତଥାପି ଅନେକ ଓ୍ବେବ୍‌ସାଇଟ୍‌ ତୁର୍କୀ ଯୁବତୀମାନଙ୍କୁ ୟୁକ୍ରେନ୍‌ଠାରୁ ସୁନ୍ଦରୀ ବୋଲି ଭାବନ୍ତି।

ୟୁକ୍ରେନ ଏବଂ ତୁର୍କୀ ପରେ ସ୍ବିଡେନର ଯୁବତୀମାନେ ସବୁଠାରୁ ସୁନ୍ଦର ବିବେଚିତ ହୁଅନ୍ତି। ଏହା ବ୍ୟତୀତ ପୋଲାଣ୍ଡ, ନରଓ୍ବେ, ବେଲାରୁସ ଏବଂ ରୁଷିଆର ଯୁବତୀମାନେ ମଧ୍ୟ ସେମାନଙ୍କର ଭିନ୍ନ ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା।

News18

ଅଧ୍ୟୟନ ଅନୁଯାୟୀ, ଇସ୍ରାଏଲ ଯୁବତୀମାନେ ସୁନ୍ଦର କିନ୍ତୁ ହିଂସ୍ର ଅଟନ୍ତି। ସେହିପରି ଜର୍ମାନୀର ଯୁବତୀମାନେ ସେମାନଙ୍କର ଆଖି ଏବଂ କେଶର ରଙ୍ଗ ପାଇଁ ବହୁତ ଆକର୍ଷଣୀୟା ହୋଇଥାନ୍ତି। ତେବେ ବ୍ରାଜିଲୀୟ ଏବଂ ଆମେରିକୀୟ ଯୁବତୀଙ୍କ ନାମ ମଧ୍ୟ ସୁନ୍ଦରୀ ତାଲିକାରେ ସ୍ଥାନ ପାଇଥିବା ବେଳେ କୋରିଆ ଯୁବତୀମାନେ ସେମାନଙ୍କର ସୁନ୍ଦର ଚର୍ମ ପାଇଁ ବେଶ୍‌ ପ୍ରସିଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ନୂଆ ଦଳ ଗଠନ କଲେ ସିଦ୍ଧୁ! ଦଳରୁ ଅଲଗା ହେବା ପରେ…

ଚଣ୍ଡିଗଡ଼,୭।୪: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡକ୍ଟର ନବଜୋତ କୌର…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

୨୦ହଜାର କୋଟି କ୍ଷତି, ଝୁଲୁଛି AI 171 ତଦନ୍ତର ଖଣ୍ଡା , ଏୟାର ଇଣ୍ଡିଆ ଛାଡିଲେ ସିଇଓ କ୍ୟାମ୍ପବେଲ ୱିଲସନ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପର ମାଲିକାନାରେ ଥିବା ଏୟାରଲାଇନ୍ସ ଏୟାର ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), କ୍ୟାମ୍ପବେଲ ୱିଲସନ ତାଙ୍କ…

ଖୋଲିବ ହର୍ମୁଜ! ଇରାନ ରଖିଲା ଲମ୍ବା ସର୍ତ୍ତ, ରାଜି ହେଲେ ଟ୍ରମ୍ପ? ଜାଣନ୍ତୁ…

ତେହରାନ, ୭।୪: ଇରାନ ଏକ ଅସ୍ତ୍ରବିରତି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବରେ ସୋମବାର ପ୍ରତ୍ୟାଖ୍ୟାନ କଲା ଏବଂ ଏହା ବଦଳରେ ଯୁଦ୍ଧ ଶେଷ କରିବା ପାଇଁ ଏକ ୧୦-ସୂତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri