ଦି କପିଲ ଶର୍ମା ଶୋ’ର ଏହି ସିଜିନ୍‌ର ଶେଷ ଏପସୋଡ ହେଲା ସୁଟ୍‌

ମୁମ୍ବାଇ: ଲୋକପ୍ରିୟ ଶୋ ‘ଦି କପିଲ ଶର୍ମା ଶୋ’ ଘରେ ଘରେ ପରିଚିତ। ତେବେ ଏହି ଶୋର ଏହି ସିଜିନ୍‌ ଶେଷ ହେବାକୁ ଯାଉଛି। କପିଲ ଶର୍ମା ଶୋର ଶେଷ ଏପିସୋଡ ଗୁରୁବାର ସୁଟ୍‌ ହୋଇଛି। ଶୋ’ର ସବୁ ଅଭିନେତା ଏବଂ ଅଭିନେତ୍ରୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୁଟିଂ ସେଟ୍‌ରୁ ସେମାନଙ୍କ ଏନଞ୍ଜୟମେଣ୍ଟର ଫଟୋ ଶେୟାର କରିଛନ୍ତି।

Share