Posted inଫୁରସତ

ଇନ୍‌ଷ୍ଟାଗ୍ରାମ କଲ୍‌ ଖୋଲିଦେଲା ପୂରା ହତ୍ୟା ଘଟଣାର ରାଜ୍‌, ଜାଣିଲେ…

ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷର ନାବାଳକ ୧୩ ବର୍ଷର ନାବାଳିକାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟା ବିଷୟରେ କେହି ଜାଣି ନ ଥିଲେ, କିନ୍ତୁ ଏକ ଇନ୍‌ଷ୍ଟାଗ୍ରାମ ଭିଡିଓ କଲ୍‌ ପୂରା ରହସ୍ୟକୁ ଉନ୍ମୋଚନ କରିଥିଲା। ପ୍ରକୃତରେ ଏହି ନାବାଳକ ହତ୍ୟା ପରେ ତାଙ୍କ ବାନ୍ଧବୀଙ୍କ ମୃତଦେହ ଲୁଚାଇବା ପାଇଁ ସାହାଯ୍ୟ ମାଗିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଫିଲାଡେଲ୍‌ଫିଆର ଉତ୍ତର-ପୂର୍ବର ବେନ୍‌ସାଲେମ ପୋଲିସ ଏକ ବିବୃତ୍ତିରେ କହିଛି, ୧୬ ବର୍ଷୀୟ ସନ୍ଦିଗ୍ଧ ନାବାଳକଙ୍କ ମୋବାଇଲରେ ମୃତକଙ୍କ ଗୋଡ଼ ରକ୍ତରେ ଆଚ୍ଛାଦିତ ହୋଇଥିବା ଦର୍ଶାଇଛନ୍ତି। ଏହା ପରେ ତାଙ୍କ ସାଙ୍ଗ ତାଙ୍କ ମା’ଙ୍କୁ ଏହା କହିଥିଲେ। ଯିଏ ଶୁକ୍ରବାର ଅପରାହ୍ନ ୪ଟାରେ ୯୧୧କୁ ଫୋନ୍‌ କରିଥିଲେ। ବେନସେଲାମ ପୋଲିସ ବିଭାଗର ଅଧିକାରୀ କହିଛନ୍ତି, ସେମାନେ ସନ୍ଦିଗ୍ଧ ଜଣକ ଯୋଶୁଆ କୁପର୍‌ ବୋଲି ଚିହ୍ନଟ କରିଛନ୍ତି।

ବେନସାଲେମର ଗିବସନ ରୋଡ୍‌ରେ ୧୪୦୦ ବ୍ଲକ ଅନ୍ତର୍ଗତ ରିଜ ଟ୍ରେଲର ପାର୍କରେ ସେ ସନ୍ଦିଗ୍ଧଙ୍କ ଠିକଣାରେ ପହଞ୍ଚିବା ପରେ ସେ ଟ୍ରେଲର ପଛ ପଟକୁ ଦୌଡ଼ିଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଘରେ ପ୍ରବେଶ କରିବା ପରେ ସେ ୧୩ ବର୍ଷର ନାବାଳିକାଙ୍କୁ ବାଥରୁମ୍‌ ଚଟାଣରେ ଗୁଳି ବାଜିଥିବାର ଦେଖିଥିଲେ। ପୋଲିସ କହିଛି, କିଛି ସମୟ ପରେ ନିଉପୋର୍ଟ ମଓ୍ବେସ ଡ୍ରାଇଭ ଏବଂ ଗ୍ରୋଟନ ଡ୍ରାଇଭର ଏକ ଜଙ୍ଗଲ ଅଞ୍ଚଳରେ ଗିରଫ କରାଯାଇଥିଲା।

ସୂଚନାନୁସାରେ, କୁପର ପୋଲିସକୁ କହିଛନ୍ତି, ସେ ଏକାକୀ ବାଥ୍‌ରୁମ ବ୍ୟବହାର କରିବାକୁ ଯାଇଛନ୍ତି। ଶୁକ୍ରବାର ହାଜର ହେବା ପରେ ତାଙ୍କୁ ଜାମିନ ନାମଞ୍ଜୁର କରାଯାଇ ବାଳ ସୁରକ୍ଷା କେନ୍ଦ୍ରକୁ ପଠାଯାଇଥିବା ପୋଲିସ କହିଛି। ପୀଡ଼ିତାଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?