Posted inଫୁରସତ

ପ୍ରତାରଣା କରିଥିବା ସ୍ତ୍ରୀଙ୍କୁ କ୍ଷମା ଦେଲେ ସ୍ବାମୀ, ମାତ୍ର ରଖିଲେ ଅଜବ ସର୍ତ୍ତ

ଜଣେ ମହିଳା ରିଲେସନଶିପ୍‌ ପୋର୍ଟାଲରେ ନିଜର ବୈବାହିକ ଜୀବନ ବିଷୟରେ ଏକ ଅଜବ କଥା ପ୍ରକାଶ କରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ। ମହିଳା ଜଣକ ନିଜେ ଏ ବିଷୟରେ କହିଛନ୍ତି। ସେ ଦୁଇଟି ସନ୍ତାନର ଜନନୀ ହୋଇଥିବା ବେଳେ ତାଙ୍କ ସ୍ବାମୀ ତାଙ୍କୁ ତୃତୀୟ ସନ୍ତାନ ପାଇଁ ବାଧ୍ୟ କରୁଛନ୍ତି। ମାତ୍ର ସେ ଏକଥା ଚାହାନ୍ତି ନାହିଁ।

ସ୍ବାମୀ କ’ଣ ପାଇଁ ତୃତୀୟ ସନ୍ତାନ ଚାହୁଁଛନ୍ତି ପଚାରିବାରୁ ମହିଳା କହିଛନ୍ତି, ସେ ଏକ ବଡ଼ ଭୁଲ କରିଥିଲେ। ଦୁଇବର୍ଷ ପୂର୍ବେ ଅଫିସର ଜଣେ ସହକର୍ମୀଙ୍କ ସହିତ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଫଳରେ ସ୍ବାମୀଙ୍କ ସହ ତାଙ୍କର ସମ୍ପର୍କ ଭଲ ରହିଲା ନାହିଁ। ମୋତେ ଲାଗିଲା ମୋ ସ୍ବାମୀଙ୍କ ଅପେକ୍ଷା ପ୍ରେମିକ ମୋତେ ବହୁତ ଭଲ ପାଉଛନ୍ତି। ତାଙ୍କ ସହିତ ଏକ ନୂଆ ଜୀବନ ଆରମ୍ଭ କରିବାର ସ୍ବପ୍ନ ଦେଖିଲି। ମାତ୍ର ଯେତେବେଳେ ଜାଣିଲି ସେହି ପ୍ରେମିକ ଜଣକ ଅନ୍ୟ ଜଣେ ମହିଳାଙ୍କ ପାଇଁ ମୋତେ ଧୋକା ଦେଲେ। ସେଥିରେ ମୁଁ ନିରାଶ ହୋଇଥିଲି। ନିଜ ଉପରୁ ମୋର ଭରସା ତୁଟି ଯାଇଥିଲା।


ସେ ଆହୁରି ଲେଖିଛନ୍ତି, ମୋ’ ଜୀବନକୁ ମୁଁ ନିଜେ ନଷ୍ଟ କରିଛି। ଆଉ ଏହି କଥା ମୋ’ ସ୍ବାମୀ ଜାଣିପାରିଲେ। ଯଦିଓ ମୋ ସ୍ବାମୀ ମୋତେ କ୍ଷମା କରିଦେଇଛନ୍ତି କିନ୍ତୁ ସେ ତୃତୀୟ ସନ୍ତାନ ଚାହୁଁଛନ୍ତି। ସ୍ବାମୀଙ୍କ ମତରେ ମୁଁ ତୃତୀୟ ସନ୍ତାନର ମା ହେଲେ ତାଙ୍କୁ ଛାଡ଼ି ଆଉ ଯିବି ନାହିଁ। ତେଣୁ ସେ ଏପରି ସର୍ତ୍ତ ମୋ ସହ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri