୨୦୨୨ରେ ଏହି ୪ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚମକିବ; ନୂଆ ଚାକିରିର ଯୋଗ, ଢେର ଗୁଣା ବଢ଼ିବ ଆୟ…

ଆଉ ଦିନ କେଇଟାରେ ନୂଆ ବର୍ଷ। ଏହା ଆଣିପାରେ ନୂଆ ସମ୍ଭାବନା। ଏବେଠାରୁ ନୂତନ ବର୍ଷକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିବା ବେଳେ, ଆଜି ଆମେ ଆପଣଙ୍କୁ କହିବୁ କାହା ପାଇଁ ଏହା କେତେ ଶୁଭ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ନୂଆ ବର୍ଷ ୪ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭଲ ରହିବ। ଏମାନେ ଭଲ ରୋଜଗାର କରିବା ସାଙ୍ଗକୁ କର୍ମ ଜୀବନରେ ଉନ୍ନତି ପରିଲକ୍ଷିତ ହେବ। ଆସନ୍ତୁ ଜାଣିବା:

ବୃଷ ରାଶି: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନୂଆ ବର୍ଷ ବେଶ ଭଲ ରହିବ। ଆପଣଙ୍କ ରୋଜଗାର ବଢ଼ିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନର ଅନେକ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସଫଳତା ମିଳିବାର ସଙ୍କେତ ରହିଛି। ଏପ୍ରିଲ ପରେ ଆପଣଙ୍କ ପାଇଁ ସମୟ ବେଶ ଶୁଭଙ୍କର ହେବ। ଏହି ସମୟରେ ଆପଣଙ୍କ ଧନ ଏବଂ ସମ୍ପତ୍ତି ସଞ୍ଚୟ କରିବାରେ ସଫଳ ରହିବେ।

କନ୍ୟା ରାଶି: ଆପଣଙ୍କ ଆର୍ଥିକ ସ୍ଥିତି ଏହି ବର୍ଷ ଭଲ ରହିବ। ଆପଣ ଭଲ ରୋଜଗାର କରିବାରେ ସଫଳ ହେବ। ଫଳରେ ଆର୍ଥିକ ଅସୁବିଧା ଦୂର ହେବ। ନୂଆ ଦିଗରୁ ଲାଭ ଅର୍ଜନ କରିବାରେ ସଫଳ ହେବେ। ସେପ୍ଟେମ୍ବରରୁ ଡିସେମ୍ବର ଶେଷ ମଧ୍ୟରେ ଅତ୍ୟଧିକ ଅନୂକୁଳ ପରିଣାମ ମିଳିବାର ସମ୍ଭାବନା ରହିଛି। ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ନୂଆ ବର୍ଷ ଶୁଭ। ଆପଣ ଭଲ ରୋଜଗାର କରିବାରେ ସଫଳ ହେବେ।

କୁମ୍ଭ ରାଶି: ଏହି ବର୍ଷ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣଙ୍କୁ ସବୁ କାମରେ ଅପାର ସଫଳତା ମିଳିବ। ଜାନୁୟାରୀରେ ମଙ୍ଗଳଙ୍କ ଗୋଚର ଯୋଗୁ ଆର୍ଥିକ ଲାଭ ମିଳିବ। ଜାନୁୟାରୀରେ ଧନୁ ରାଶିରେ ମଙ୍ଗଳ ଗ୍ରହଙ୍କ ଉପସ୍ଥିତି ଯୋଗୁ ଆପଣଙ୍କୁ ଚାକିରି ଏବଂ ବ୍ୟବସାୟରେ ଭଲ ସଫଳତା ମିଳିବ।

ମୀନ ରାଶି: ଏହି ବର୍ଷ ଆପଣ ଭଲ ରୋଜଗାର କରିବାରେ ସଫଳ ହେବେ। ଆୟର ନୂଆ ସ୍ରୋତ ଉତ୍ପନ୍ନ ହେବ। ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି ବର୍ଷ ପଦୋନ୍ନତିର ବହୁତ ସମ୍ଭାବନା ରହିଛି। ନୂଆ ଚାକିରିର ଅଫର ଆସିପାରେ। ଚାକିରି ବଦଳୁଥିବାରୁ ଦରମା ଭଲ ବଢ଼ିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ଭଲ ରୋଜଗାର ମଧ୍ୟ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri