ଜନ୍ମାଷ୍ଟମୀରେ ଫିଟିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ: ହେବ ଧନ ବର୍ଷା

ଚଳିତ ବର୍ଷ ଅଗଷ୍ଟ ୧୧/୧୨ ତାରିଖରେ ଜନ୍ମାଷ୍ଟମୀ ପଡ଼ୁଛି। ପଞ୍ଚଙ୍ଗ ଅନୁଯାୟୀ, ଜନମାଷ୍ଟମୀ ୧୧ ତାରିଖ ସକାଳ ୯.୦୭ ରୁ ଆରମ୍ଭ ହୋଇ ପରଦିନ ସକାଳ ୧୧.୧୭ ପର୍ଯ୍ୟନ୍ତ ଜାରି ରହିବ। ଜ୍ୟୋତିଷ୍ୟମାନଙ୍କ ଅନୁଯାୟୀ ଏହି ସମୟରେ ଅନେକ ରାଶି ପାଇଁ ଶୁଭ ସହ ଧନ ପ୍ରାପ୍ତିର ଯୋଗ ରହିଛି । ସେଗୁଡିକ ହେଲା ମେଷ, କର୍କଟ, ସିଂହ, ଧନୁ ଏବଂ ମୀନ। ଏହି ସବୁ ରାଶି ଅଧିକ ଲାଭଦାୟକ ହେବ ଜନ୍ମାଷ୍ଟମୀରେ।

ଏହି ଦିନରୁ ଏହିସବୁ ରାଶିଙ୍କ ଭାଗ୍ୟ ଫିଟିବା ସହ ଆରମ୍ଭ କରିଥିବା କାର୍ଯ୍ୟରେ ନିଶ୍ଚିତ ଭାବରେ ସଫଳ ହେବବେ। ଯେଉଁମାନେ ଏକ ନୂତନ ରୋଜଗାର କିମ୍ବା ବ୍ୟବସାୟ ଆରମ୍ଭ କରନ୍ତି ସେମାନେ ବହୁତ ଲାଭବାନ ହେବେ। କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ହେବ ନାହିଁ କିମ୍ବା ଏଥିରେ କ୍ଷତି ହେବାର ସମ୍ଭାବନା ନାହିଁ।