Categories: ଫୁରସତ

ଜେସିବି ମେଶିନକୁ ଦେଖି ରାଗିଗଲା ହାତୀ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀକୁ ଦେଖିବାକୁ ମିଳୁଛି । ହାତୀଟି ଜେସିବି ମେଶିନକୁ ଦେଖି ଏପରି ରାଗିଯାଉଛି ଯେ, ତାହାକୁ ଶୁଣ୍ଢରେ ଗଡ଼ାଇ ଦେଉଛି। ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଛି। ଯାହା ଭାଇରାଲ ହେବାରେ ଲାଗିଛି।

 

Share