ଭୂକମ୍ପ ମୃତ୍ୟୁସଂଖ୍ୟା ୩୪୦୦୦ ଟପିଲା

ଆଙ୍କାରା,୧୩ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୩୪ ହଜାର ଟପିଛି। ମିଳିତ ଜାତିସଂଘ ଭୂକମ୍ପ ପ୍ରଭାବିତ ସିରିଆକୁ ବହୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାରେ ବିଫଳତାକୁ ନିନ୍ଦା କରିଛି ଏବଂ ମୃତ୍ୟୁସଂଖ୍ୟା ୩୪,୮୦୦ରୁ ଅଧିକ ହୋଇପାରେ ବୋଲି ଚେତାବନୀ ଦେଇଛି। ଏହି ଭୂକମ୍ପ ତୁର୍କୀକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଥିବା ବେଳେ ସୋମବାର ପୁଣି କମ୍ପନ ଅନୁଭୂତ ହୋଇଛି।

Share