Posted inଫୁରସତ

ଚାକିରିରୁ ବାହାର କରିଦେଇଥିଲା କମ୍ପାନୀ, ନକଲି ନିଶ ଲଗାଇ ପୁଣି ଇଣ୍ଟରଭ୍ୟୁ ଦେବାକୁ ଗଲେ; ଆଉ ତା’ ପରେ…

ଆମେରିକାର ଏକ କମ୍ପାନୀ ଜଣେ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରିଦେଇଥିଲା। ଯେଉଁ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରିଦେଇଥିଲା ସେ ପୁଣି ନକଲି ନିଶ ଲଗାଇ ଇଣ୍ଟରଭ୍ୟୁ ପାଇଁ ପହଞ୍ଚିଥିଲେ। ଏଥିରେ ସେ ଚୟନ ବି ହୋଇଥିଲେ। ଏହି କଥା ଜଣାପଡ଼ିଥିଲା ଯେତେବେଳେ ବ୍ୟକ୍ତି ଜଣକ ନିଜେ ସୋସିଆଲ ମିଡିଆରେ ଖୁଲାସା କରିଥିଲେ।

@Firr ନାମକ ଏକ ଟୁଇଟର ଆକାଉଣ୍ଟରେ ବ୍ୟକ୍ତି ଜଣକ ନିଜ କାହାଣୀ ୟୁଜର୍ସମାନଙ୍କ ପାଇଁ ଶେୟାର କରିଛନ୍ତି। ସେ କହିଛନ୍ତି, ସେ ଯେଉଁ କର୍ମଚାରୀଙ୍କ ସାମ୍ନାରେ ଇଣ୍ଟରଭ୍ୟୁ ପାଇଁ ବସିଥିଲେ, ତାଙ୍କୁ କିଛିଦିନ ପୂର୍ବରୁ ଚାକିରିରୁ ବାହାର କରି ଦିଆଯାଇଥିଲା। ଏହି ବ୍ୟକ୍ତିଜଣକ କମ୍ପାନୀର ଏକ୍ସ ବସ୍‌ ଥିଲେ। ସେ ନିଜେ ତାଙ୍କର ଗେଟ୍‌ଅପ୍‌ ଚେଞ୍ଜ କରିଥିଲେ। ଏଥିପାଇଁ ସେ ନକଲି ନିଶ କିଣି ଲଗାଇଥିଲେ। ସମସ୍ତଙ୍କୁ ଚକ୍‌ମା ଦେଖାଇ ନିଜ ପରିଚୟ ଲୁଚାଇଥିଲେ। ଶେଷରେ ଏହି ଇଣ୍ଟରଭ୍ୟୁରେ ସେ ଚୟନ ହୋଇଥିଲେ।

ଏହା ପରେ ବ୍ୟକ୍ତିଜଣଙ୍କୁ ପ୍ରୋଗ୍ରାମର ଟିମ୍‌ ସହିତ ଦ୍ୱିତୀୟ ରାଉଣ୍ଡ ଇଣ୍ଟରଭ୍ୟୁ ପାଇଁ ପଠାଯାଇଥିଲା। ଯେଉଁଠି ସେ ପ୍ରଥମେ କାମ କରୁଥିଲେ। ତାଙ୍କ ମ୍ୟାନେଜର ତାଙ୍କୁ ଭଲ ଭାବେ ଜାଣିଥିଲେ। ଅନ୍ୟ କିଛି କର୍ମଚାରୀ ମଧ୍ୟ ତାଙ୍କୁ ଚିହ୍ନିଥିଲେ। ଆରମ୍ଭରୁ ଜାଣି ପାରି ନ ଥିଲେ ବି ପରବର୍ତ୍ତୀ ସମୟରେ ନିଶ କାଢ଼ି ଦେବାରୁ ସମସ୍ତେ ଜାଣି ପାରିଥିଲେ। ଏହି କଥା ମାଲିକଙ୍କ ନିକଟରେ ପହଞ୍ଚିଥିଲା। ଏହା ପରେ ଇଣ୍ଟରଭ୍ୟୁ ନେଉଥିବା ଟିମ୍‌ ଆଶ୍ଚର୍ଯ୍ୟ ହୋଇଥିଲେ।

ଏହି ଘଟଣା ପରେ ବ୍ୟକ୍ତିଜଣଙ୍କୁ କମ୍ପାନୀରୁ ବାହାର କରି ଦିଆଯାଇଛି। ତାଙ୍କୁ ଚାକିରି ଦିଆଗଲା ନାହିଁ। ଏହି କଥାରେ ବ୍ୟକ୍ତିଙ୍କର ଆଦୌ ଅବଶୋଷ ବି ନାହିଁ। କାରଣ ସେ କୁହନ୍ତି, ମୁଁ ସମସ୍ତଙ୍କୁ ଭକୁଆ ବନାଇଥିଲି। ଏବେ ପୁଣି ଚାକିରି ଖୋଜିବି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri