ବୋରଓ୍ବେଲ୍‌ରେ ପଡ଼ିଲା ଶିଶୁ

ସମ୍ବଲପୁର,୧୨।୧୨: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲାରିପାଲିରେ ବୋରଓ୍ବେଲ୍‌ ଏକ ଶିଶୁ ପଡ଼ିଯାଇଛି। ତେବେ ବୋରଓ୍ବେଲ୍‌ରେ ପଡ଼ିଥିବା ଏହି ଶିଶୁଟି ନବଜାତକ ବୋଲି ସନ୍ଦେହ କରାଯାଉଥିବା ବେଳେ ଶିଶୁଟିକୁ କେହି ଆଣି ଫୋପାଡ଼ି ଦେଇଥିବା କୁହାଯାଉଛି। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ୟମ ଆରମ୍ଭ କରିଛି।