Categories: ଫୁରସତ

ଯୁବତୀ ସେଲଫି ନେବାବେଳେ ପଛରୁ ଆସିଲା ଭାଲୁ; ଆଉ ତା ପରେ…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିକି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ, ୨ ଜଣ ଯୁବତୀ ପାର୍କରେ ବୁଲୁଛନ୍ତି। ସେତିକିବେଳେ ଗୋଟିଏ ଭାଲୁ ଆସି ଜଣେ ଯୁବତୀଙ୍କ ପଛ ପଟେ ଠିଆ ହୋଇଯାଉଛି। ପରେ ଯୁବତୀ ଜଣକ ସେଲଫି ନେଉଛନ୍ତି। ସେହି ସମୟରେ ଭାଲୁଟି ତାଙ୍କ ପଛ ପଟେ ଠିଆ ହୋଇ ପୋଜ ଦେଉଛି। ଏହାପରେ ଭାଲୁଟି ଯୁବତୀଙ୍କ ଜଙ୍ଘକୁ କାମୁଡି ଦେବାକୁ ଉଦ୍ୟମ କରୁଛି। ମେକ୍ସିକୋରେ ଚିମ୍ପିକ ଇକୋଲଜିକାଲ ପାର୍କରେ ଏହି ଘଟଣା ଘଟିଛି। ଏହି ଭିଡିଓକୁ ରେକ୍ସ ଚେପମ୍ୟାନ ନିଜ ଟୁଇଟରେ ସେୟାର କରିଛନ୍ତି।

Share