ବଢ଼ି ଚାଲିଛି କି ବ୍ୟାଙ୍କର ମନମାନି? ଘରେ ବସି ଏଭଳି କରନ୍ତୁ RBI ନିକଟରେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୧: ବ୍ୟାଙ୍କ ମନମାନି କରିବା ସାଧାରଣ କଥା। କାରଣ ପ୍ରତ୍ୟେହ ସୋସିଆଲ ମିଡିଆରେ ହଜାର ହଜାର ଅଭିଯୋଗ ଦେଖଇବାକୁ ମିଳିଥାଏ। ଯେପରିକି ବ୍ୟାଙ୍କ ଲୋକଙ୍କ କଥା ଶୁଣୁନାହିଁ। ଯେଉଁ କାମ ଆଜି ହୋଇପାରୁଥିଲା, ତାକୁ କାଲିକୁ ଘୁଞ୍ଚାଇ ଦିଆଯାଉଛି। ଅଯଥା ଚାର୍ଜ କାଟି ଦିଆଯାଉଛି। ଅନେକ କ୍ଷେତ୍ରରେ ଯେଉଁ ସେବା ମାଗଣାରେ ମିଳିବା କଥା, ସେଥିଲାଗି ଟଙ୍କା ଆଦାୟ କରାଯାଉଛି।

ଯଦି ଆପଣ ମଧ୍ୟ ଏଭଳି ସମସ୍ୟାରେ ପଡ଼ୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ କାମରେ ଲାଗିବ। ଏବେ ଆପଣ ସିଧାସଳଖ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନିକଟରେ ଶିକାୟତ୍ କରି ନିଜର ଅଧିକାର ରକ୍ଷା କରିପାରିବେ।RBI ନିକଟରେ ଶିକାୟତ୍ କରିବାର ସହଜ ଉପାୟRBI ଗ୍ରାହକମାନଙ୍କ ପାଇଁ ଏକ ବିଶେଷ ଅନଲାଇନ୍ ପୋର୍ଟାଲ୍ ତିଆରି କରିଛି – https://cms.rbi.org.in। ଏଠାରେ ବ୍ୟାଙ୍କ୍ ସମ୍ପର୍କିତ ଯେ କୌଣସି ଅଭିଯୋଗ ଅତି ସହଜରେ ଦାଖଲ କରାଯାଇପାରିବ। ବ୍ୟାଙ୍କ୍ ଯଦି ଆପଣଙ୍କ ଅଭିଯୋଗ ଶୁଣୁନାହିଁ କିମ୍ବା ମନମାନି ଚାର୍ଜ କାଟୁଛି, ତେବେ RBI ହସ୍ତକ୍ଷେପ କରି ଆପଣଙ୍କ ସମସ୍ୟାର ସମାଧାନ କରିଥାଏ।ଅନଲାଇନ୍‌ରେ ଅଭିଯୋଗ କରିବାର ଷ୍ଟେପ୍-ବାଇ-ଷ୍ଟେପ୍ ପ୍ରକ୍ରିୟା

  1. ଯାଆନ୍ତୁ https://cms.rbi.org.in
  2. “File a Complaint” ଉପରେ କ୍ଲିକ୍ କରନ୍ତୁ
  3. ଦେଖାଇଥିବା କ୍ୟାପ୍ଚା ଭରନ୍ତୁ
  4. ନିଜର ନାମ ଓ ମୋବାଇଲ୍ ନମ୍ବର ଦିଅନ୍ତୁ, OTP ଭରନ୍ତୁ
  5. ଯେଉଁ ବ୍ୟାଙ୍କ୍ ବିରୁଦ୍ଧରେ ଅଭିଯୋଗ, ତା’ର ନାମ ଓ ପୁରା ବିବରଣୀ ଲେଖନ୍ତୁ
  6. ଦରକାର ପଡ଼ିଲେ କ୍ଷତିପୂରଣ (compensation) ମଧ୍ୟ ଦାବି କରିପାରିବେ
  7. “Review and Submit” କ୍ଲିକ୍ କରନ୍ତୁ
  8. ସବମିଟ୍ ପରେ ଆପଣଙ୍କୁ ଏକ କମ୍ପ୍ଲେଣ୍ଟ ନମ୍ବର ମିଳିବ, ଯାହାଦ୍ୱାରା ଷ୍ଟାଟସ୍ ଟ୍ରାକ୍ କରିହେବ

ଅଫଲାଇନ୍‌ରେ ଅଭିଯୋଗ କରିବାକୁ ଚାହୁଁଛନ୍ତି?
ଅଭିଯୋଗ ଏକ ଚିଠିରେ ଲେଖି, ସବୁ ବିବରଣୀ ଓ ନିଜ ଦସ୍ତଖତ ସହ ନିମ୍ନଲିଖିତ ଠିକଣାକୁ ପଠାନ୍ତୁ :
Centralised Receipt and Processing Centre
Reserve Bank of India
4th Floor, Sector 17
Chandigarh – 160017
ଏବେ ଆଉ ବ୍ୟାଙ୍କ୍‌ର ମନମାନି ସହିବାକୁ ପଡ଼ିବ ନାହିଁ। ସିଧା RBI ନିକଟରେ ଅଭିଯୋଗ କରନ୍ତୁ ଏବଂ ନିଜର ଅଧିକାର ଓ ଟଙ୍କା ଫେରସ୍ତ ପାଆନ୍ତୁ!


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri