ଏହି ଅଭିନେତ୍ରୀଙ୍କୁ ମା’ହୋଇପାରିବେ ନାହିଁ ବୋଲି କହିଥିଲେ…

ପଞ୍ଜାବୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ନୀରୁ ବାଜୱା ଏକ ସାକ୍ଷାତକାର ରେ କହିଥିଲେ ଏପରି ଏକ ସମୟ ଥିଲା ଯେତେବେଳେ ଡାକ୍ତରମାନେ ତାଙ୍କୁ କଦାପି ମା’ ହୋଇପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ଇଶ୍ବରଙ୍କ ଇଚ୍ଛା ଆଗରେ ସବୁକିଛି ଫେଲ ଭଳି ନୀରୁ ଥରେ ନୁହେଁ, ଚାରିଥର ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି।
ନୀରୁ କେବଳ ଜଣେ ଅଭିନେତ୍ରୀ ନୁହଁନ୍ତି, ସେ ଜଣେ ନିର୍ମାତା ଏବଂ ନିର୍ଦ୍ଦେଶକ ମଧ୍ୟ। ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ଦବ୍‌ଦବା ରହିଛି।