ସ୍ବାମୀଙ୍କ ମୃତ୍ୟୁ ପରେ ପୁଣି ୫୪ ବର୍ଷରେ ବିବାହ କରିଥିଲେ ଏହି ଅଭିନେତ୍ରୀ

ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ବିଦ୍ୟା ସିହ୍ନା ଅନ୍ୟତମ। ସେ ହିନ୍ଦୀ ସିନେମାର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ। ଏହାସହ ବିଦ୍ୟା ବହୁତ କମ ବୟସରୁ ବଡ଼ କଳାକାରଙ୍କ ସହ କାମ କରିବା ଆରମ୍ଭ କରିଥିଲେ। ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ସମ୍ପର୍କିତ କିଛି କଥା।

ବିଦ୍ୟା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେଠାରେ ହିଁ ତାଙ୍କର ପାଠପଢ଼ା ଶେଷ କରିଥିଲେ। ବିଦ୍ୟା ୧୮ ବର୍ଷ ବୟସରେ କାମ କରିବା ଆରମ୍ଭ କରିଥିଲେ। ସେ ମଡେଲିଂରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ମିସ ବମ୍ବେ ଟାଇଟଲ ମଧ୍ୟ ଜିତିଥିଲେ। ପରେ ସେ ଫିଲ୍ମ ଆଡକୁ ଅଗ୍ରସର ହୋଇଥିଲେ। ବିଦ୍ୟା ଛୋଟୁ ବିହାରୀଙ୍କ ଫିଲ୍ମ ‘ରାଜ କାକା’ରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ।

ବିଦ୍ୟାଙ୍କ ସ୍ବାମୀ ଭେଙ୍କଟେଶ୍ୱର ଲୟର ବହୁତ ଅସୁସ୍ଥ ଥିଲେ। ୧୯୯୬ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁରେ ବିଦ୍ୟା ଭାଙ୍ଗି ପଡ଼ିଥିଲେ। ପରେ ବିଦ୍ୟା ସିଡନୀ ପଳାଇଥିଲେ। ସେଠାରେ ସେ ଅଷ୍ଟ୍ରେଲୀୟ ଡାକ୍ତର ନେତାଜୀ ଭୀମ୍‌ରାଓ ସାଲୁନଙ୍କୁ ଭେଟିଥିଲେ। ତାଙ୍କୁ ୫୪ ବର୍ଷରେ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ବିଦ୍ୟା ଖୁସି ହୋଇ ପାରିଲେ ନାହିଁ। ୨୦୦୨ ଜାନୁୟାରୀରେ ଦ୍ୱିତୀୟ ସ୍ବାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଥିଲେ। ପରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ଗତ ବର୍ଷ ୧୫ ଅଗଷ୍ଟରେ ୭୨ ବର୍ଷ ବୟସରେ ବିଦ୍ୟାଙ୍କ ଦେହାନ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏ ସାର୍ଟିଫିକେଟ ଥିଲେ ବି ଆନିମଲରୁ କଟିବ ୫ ସିନ୍‌, ସାର୍ଟିଫିକେଟ ଭାଇରାଲ…

ମୁମ୍ବାଇ : ରଣବୀର କପୁରଙ୍କ ଅଭିନୀତ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ଆନିମଲ ଏ ସାର୍ଟିଫିକେଟ ସହିତ ସେନସର ବୋର୍ଡ ଦ୍ୱାରା ପାସ ହୋଇଛି, କିନ୍ତୁ...

କାଜୋଲଙ୍କ ମୁଦି ନେଇ ଅଜୟ ତାଙ୍କୁ ହିଁ କରିଥିଲେ ପ୍ରପୋଜ

ମୁମ୍ବାଇ: ଫିଲ୍ମ ଇସ୍କକୁ ପୁରିଛି ୨୬ବର୍ଷ। ଅଭିନେତ୍ରୀ କାଜୋଲ ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୋଷ୍ଟରରେ କାଜୋଲଙ୍କ ସମେତ ଅଜୟ ଦେବଗନ,...

ଫ୍ୟାନ୍ସ ଗହଳିରେ ଶାହାରୁଖଙ୍କୁ ସାମ୍ନାରେ ଦେଖି ସଲମାନଙ୍କ ଉଡିଲା ହୋସ, ଭିଡିଓ ଭାଇରାଲ

ମୁମ୍ବାଇ: ସଲମାନ ଖାନ ଓ ଶାହାରୁଖ ଖାନଙ୍କର ଏପରି କିଛି ଫ୍ୟାନ୍ସ ଅଛନ୍ତି ଯେଉଁମାନେ ତାଙ୍କ ଫେଭରେଟ ଷ୍ଟାରଙ୍କର କପି ମଧ୍ୟ କରନ୍ତି। କଥା କହିବା...

ରଣବୀର ହେଉଛନ୍ତି ଭାରତର ଶ୍ରେଷ୍ଠ ଅଭିନେତା: ମହେଶ ବାବୁ

ବମ୍ବେ: ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର କପୁର। ନଭେମ୍ବର ୨୩ରେ ରିଲିଜ ହୋଇଥିଲା ଏହାର ଟ୍ରେଲର। ଏହାକୁ ଦର୍ଶକ...

ପୁଣି ବିବାହ ବନ୍ଧନରେ ଅଭିନେତା ବିନୀତ ରାଇନା, ନର୍ସଙ୍କୁ କଲେ ଜୀବନସାଥୀ

ବମ୍ବେ: ଦ୍ୱିତୀୟ ବିବାହ କରିଛନ୍ତି ‘ଇସ୍କ ମେ ମରଜାଓ୍ବା’ ଫେମ୍‌ ଅଭିନେତା ବିନୀତ ରାଇନା। ପ୍ରେମିକା ଅପେକ୍ଷାଙ୍କ ହାତ ଧରିଛନ୍ତି ସେ। ବିବାହ ପରେ ଉଭୟଙ୍କର...

ଅଭିନୟ ଛାଡିବାକୁ ଚାହୁଁଛନ୍ତି ରଣବୀର କପୁର

ମୁମ୍ବାଇ: ଆଜିକାଲି ମୁଭି ‘ଆନିମଲ’ ପାଇଁ ବଲିଉଡ ଅଭିନେତା ରଣବୀର କପୁର ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ...

ଭେଣ୍ଟିଲେଟରରେ ରୋହିତ ବଳ

ମୁମ୍ବାଇ,୨୮।୧୧: ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍‌ ରୋହିତ ବଳଙ୍କ ସ୍ବାସ୍ଥାବସ୍ଥା ଗୁରୁତର ହୋଇଯାଇଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଖବର ଅନୁଯାୟୀ, ତାଙ୍କ ଅବସ୍ଥା ଗୁରୁତର ରହିଛି...

ପୁଷ୍ପା-୨ ପାଇଁ ପାରିଶ୍ରମିକ ନେଉନାହାନ୍ତି ଅଲ୍ଲୁ

ମୁମ୍ବାଇ: ସାଉଥ୍‌ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା: ଦି ରାଇଜ୍‌’ ଅନେକ ସଫଳତା ପାଇଛି, ଯାହାର ପ୍ରଭାବ ଏବେ ବି ଦେଶ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri