ଡ୍ୟାନ୍ସ ବେଳେ ଏହି ଅଭିନେତ୍ରୀଙ୍କ ଖସିଗଲା ଟପ୍‌, ଆଉ ତାପରେ…

ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କ ନିଆରା ଫ୍ୟାସନ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି । ଅନେକ ସମୟରେ ତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଯେଉଁ ଭିଡିଓରେ ତାଙ୍କର ବୋଲ୍ଡ ଦୃଶ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ଏଥର ଉର୍ଫି ଏମିତି ଡ୍ରେସ ପିନ୍ଧିଥିଲେ ଯେଉଁଥିପାଇଁ ସେ କ୍ୟାମେରା ସାମ୍ନାରେ ପରିହାସ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଭାଇରାଲ ଭିଡିଓରେ ଉର୍ଫି ଜାଭେଦ ଟ୍ୟୁବ୍‌ ଟପ ପିନ୍ଧିଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ ଦିଲବର୍‌ ଗୀତରେ ଡ୍ୟାନ୍ସ କରିବା ସମୟରେ ତାଙ୍କ ଟପ ତଳକୁ ଖସିଯାଉଛି। ଯେତେବେଳେ ଉର୍ଫିଙ୍କୁ ଏ ବିଷୟରେ ଜଣାପଡେ ସେ ଡ୍ୟାନ୍ସ ବନ୍ଦ କରି ନିଜ ଡ୍ରେସ୍‌କୁ ଉପରକୁ ଉଠାଇ ହସିବାକୁ ଲାଗିଥିଲେ । ଏହାପରେ ସେ ପୁଣି ଥରେ ଡ୍ୟାନ୍ସ କରିବାକୁ ଲାଗିଥିଲେ । ପୁଣି ଥରେ ତାଙ୍କ ଟପ ତଳକୁ ଖସିଯାଇଥିଲା । ଏଥର କିନ୍ତୁ ତାଙ୍କ ଟପ ଅଧିକ ତଳକୁ ଖସିଯାଇଥିଲା । ସେ ତାକୁ ଧରି ନେଇଥିଲେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

Share