Categories: ଜାତୀୟ

ଜାନୁୟାରୀରେ ଚାଷୀଙ୍କ ଖାତାକୁ ଯିବ ୧୩ତମ କିସ୍ତି

ନୂଆଦିଲ୍ଲୀ,୨।୧୨: ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ନୂତନ ବର୍ଷର ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୩ତମ କିସ୍ତି ଚାଷୀଙ୍କ ଖାତାକୁ ଯିବ ବୋଲି ସୂଚନା ମିଳିଛି। ତେବେ ତାରିଖ ନେଇ ଏ ପର୍ଯ୍ୟନ୍ତ ସରକାରୀଙ୍କ ପକ୍ଷରୁ ଘୋଷଣା କରାଯାଇନାହିଁ। ଏହାପୂର୍ବରୁ ଅକ୍ଟୋବର ୧୭ରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୨ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଯାଇଥିବା ବେଳେ ୨୦୨୨ ଜାନୁୟାରୀ ୧ରେ ଦଶମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା।

Share