Categories: ଜାତୀୟ

୪୦ କୋଟି ୟୁଜରଙ୍କ ଡାଟା ଚୋରି କରିଛି ଟେଲିଗ୍ରାମ୍‌ ଆପ୍‌

ନୂଆଦିଲ୍ଲୀ, ୨୬।୧: ଟେଲିଗ୍ରାମ୍‌ ଆପ୍‌ ଦ୍ୱାରା ଦେଶର ୪୦ କୋଟି ୟୁଜରଙ୍କ ଡାଟା ଚୋରି ହୋଇଛି। ଏହି ଆପ୍‌ ମାଧ୍ୟମରେ ଫେସ୍‌ବୁକ୍‌ ୟୁଜରଙ୍କ କଣ୍ଟେଟ୍‌ ସମ୍ପର୍କିତ ବିସ୍ତୃତ ତଥ୍ୟ ଚୋଲାଇ ନିଆଯାଇଛି। ହ୍ୟାକର ରିସର୍ଚ୍ଚ ସର୍ଚ୍ଚ ଟ୍ରିକ୍‌ ଦ୍ୱାରା ଫେସ୍‌ବୁକ୍‌ ଆଇଡି ସହାୟତାରେ ୟୁଜରଙ୍କ ନମ୍ବର ସହଜରେ ଆକ୍ସେସ୍‌ କରି ନେଉଥିବା କୁହାଯାଉଛି। ଏହାଦ୍ୱାରା ଗୁପ୍ତ ତଥ୍ୟ ଲିକ୍‌ ହ୍ୟାକର କରୁଥାନ୍ତି। ଫେସ୍‌ବୁକ୍‌ ଭଳି ସେସିଆଲ ମିଡ଼ିଆ ଏହା ଯୋଗୁ ଅଧିକ ପ୍ରଭାବିତ ହେଉଥିବା ବିଶେଷଜ୍ଞ ପ୍ରକାଶ କରିଛନ୍ତି।

Share