Categories: ଖେଳ

ଢାକା ଟେଷ୍ଟ: ଟିମ୍‌ ଇଣ୍ଡିଆ ୩୧୪ରେ ଅଲଆଉଟ୍‌

ଢାକା,୨୩।୧୨: ଭାରତ-ବାଲାଂଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଏଠାରେ ଖେଳାଯାଉଛି। ଦ୍ୱିତୀୟ ଦିନରେ ଭାରତୀୟ ଟିମ୍‌ ପ୍ରଥମ ଇନିଂସରେ ୩୧୪ ରନ୍‌ କରି ଅଲଆଉଟ୍‌ ହୋଇଛି। ବାଲାଂଦେଶ ଟିମ୍‌ ପ୍ରଥମ ଇନିଂସରେ ୨୨୭ ରନ୍‌ କରିଥିବାରୁ ଦଳକୁ ୮୭ରନ୍‌ର ଲିଡ୍‌ ମିଳିଛି। ଦଳ ପକ୍ଷରୁ ଋଷଭ ପନ୍ତ ୯୩ ଏବଂ ଶ୍ରେୟାସ ଆୟର ୮୭ ରନ୍‌ କରିଥିଲେ। ସେହିଭଳି ବାଲାଂଦେଶ ପକ୍ଷରୁ ଶାକିବ ଅଲ ହସନ ଏବଂ ତାଇଜୁଲ ଇସ୍‌ଲାମ ଚାରି ଉଇକେଟ ଲେଖାଏ ନେବାରେ ସଫଳ ହୋଇଛନ୍ତି।

Share