Categories: Home Leftଖେଳ

ନୂଆ ଜର୍ସିରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୭ା୯: ଆସନ୍ତା ୯ ତାରିଖରୁ ଏସିଆ କପ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ରବିବାର ଏକ ଭିଡିଓ ଶେୟାର କରାଯାଇ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରାଯାଇଛି।

ଟୁର୍ନାମେଣ୍ଟ ଲାଗି ଦୁବାଇରେ ପହଞ୍ଚି ସାରିଥିବା ଭାରତୀୟ ଖେଳାଳିମାନେ ନୂଆ ଜର୍ସିରେ ଆଇସିସି ଏକାଡେମୀରେ ପ୍ରଥମ ପ୍ରାକ୍ଟିସ ସେଶନରେ ଭାଗ ନେଇଥିଲେ।