Posted inଜାତୀୟ

ପ୍ରତିରକ୍ଷା ମନ୍ତ୍ରଣାଳୟର ସମୀକ୍ଷା ରିପୋର୍ଟ-ଏଲଏସି. ଏଲଓସି ଉପରେ ସେନାର କଡା ନଜର, ପ୍ରସ୍ତୁତି ବି ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ,୧୮ ।୧୨: ପ୍ରତିରକ୍ଷା ମନ୍ତ୍ରଣାଳୟ ଚାଇନା ଓ ଏହାର ସହଯୋଗୀ ପାକିସ୍ତାନର ସ୍ପଷ୍ଟ ସନ୍ଦର୍ଭ ଦେଇ କହିଛି ଭାରତୀୟ ସେନା ଆଧୁନିକିକରଣ ଓ ଶତ୍ରୁଙ୍କ ଆକ୍ରମଣକୁ ନେଇ ଉପୁଜିବାକୁ ଥିବା ସବୁ ସମସ୍ୟା ପାଇଁ ପ୍ରସ୍ତୁତ ଅଛନ୍ତି । ସେନା ଏଲଏସି ଓ ଏଲଓସିରେ ସ୍ଥିରତା ଓ ପ୍ରଭୁତ୍ୱ ସୁନିଶ୍ଚିତ କରିବାକୁ ଭାରତର ଇଚ୍ଛା ଅନୁରୂପ ପ୍ରସ୍ତୁତିକୁ ବଜାୟ ରଖିବାକୁ ଧ୍ୟାନ କେନ୍ଦ୍ରୀତ କରୁଛନ୍ତି ।
ଜାତୀୟ ନିରାପତ୍ତା ପ୍ରତି ଆସୁଥିବା ବିପଦକୁ ସେନା ନିରନ୍ତର ନଜର ରଖିଥାଏ ଓ ସମୀକ୍ଷା କରିଥାଏ । ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ବାର୍ଷିକ ସମୀକ୍ଷାରେ ରିପୋର୍ଟ କରିଛି ଯେ ଗତବର୍ଷ ଫେବୃୟାରୀରୁ ଭାରତ ଏବଂ ପାକିସ୍ତାନରେ ସେନା ମଧ୍ୟରେ ଅସ୍ତ୍ର ବିରତି ଉଲ୍ଲଂଘନ ସହ ଏଲଓସି ସ୍ଥିତି ଅପେକ୍ଷାକୃତ ଶାନ୍ତିପୂର୍ଣ୍ଣ ଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ପାକିସ୍ତାନ ପ୍ରକ୍ସି ଯୁଦ୍ଧ ଭିତ୍ତିଭୂମି ବଜାୟ ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା କେନ୍ଦ୍ରର ପାଣ୍ଠି: ଓଡ଼ିଶା ସମେତ ୫ ରାଜ୍ୟ ପାଇଁ ବଡ଼ ଘୋଷଣା କଲେ ମୋଦି ସରକାର

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୁରୁଣା…

ବିଲରେ କାମ କରୁଥିବାବେଳେ ହେଲା ବଜ୍ରପାତ, ଟଳିପଡ଼ିଲେ ଚାଷୀ

ଗଜପତି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚୟତ ଆମ୍ବାଜେରି ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣକ ହେଲେ ନାରାୟଣ…

ମୌସୁମୀ ଛୁଇଁବା ପରେ ଓଡ଼ିଶାକୁ ଜାରି ହେଲା ଆଲର୍ଟ, ୪ ଦିନ ଯାଏ…

ଭୁବନେଶ୍ୱର,୪।୬: କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେ’୨୬ ମୌସୁମୀ କେରଳମ ଛୁଇଁବା ନେଇ…

ମାଗଣା ଚାର୍ଜିଂ କରିବା କର୍ମଚାରୀଙ୍କ ନିତିଦିନିଆ ଅଭ୍ୟାସ, ବିଭାଗକୁ ବିଲ୍‌ ବାବଦରେ ଲକ୍ଷାଧିକ ଟଙ୍କା ପୈଠ

ହାଟଡ଼ିହୀ,୪l୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ କାର୍ଯ୍ୟରତ କର୍ମଚାରୀମାନେ ମାଗଣାରେ ନିଜ ନିଜର ୨ ଏବଂ ୪ ଚକିଆ ବିଦ୍ୟୁତ୍‌ଚାଳିତ ଗାଡ଼ିର ବ୍ୟାଟେରି ଚାର୍ଜିଂ କରୁଛନ୍ତି।…

ବରିଷ୍ଠ ଚଳଚ୍ଚିତ୍ର ନିର୍ମାତାଙ୍କ ପରଲୋକ, ଗଢ଼ିଥିଲେ ଅକ୍ଷୟ କୁମାର-ଗୋବିନ୍ଦାଙ୍କ କ୍ୟାରିୟର

ନୂଆଦିଲ୍ଲୀ,୪ା୬: ବଲିଉଡରୁ ଦୁଃଖଦ ଖରାପ ଖବର ଆସିଛି । ଚଳଚ୍ଚିତ୍ର ଶିଳ୍ପ ଆଉ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇଛି । ଚଳଚ୍ଚିତ୍ର ପ୍ରଯୋଜକ ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ…

ସାବଧାନ! ଏହି ୫ ରାଶି ଉପରେ ମାଡ଼ି ଆସୁଛି ମହାସଙ୍କଟ, ଜୁନ ମାସରେ ଘଟିବ…

୨୭ଟି ଦୈନିକ ଯୋଗ ମଧ୍ୟରୁ ବୈଦୃତି ଯୋଗ ୨୭ତମ ସ୍ଥାନରେ ଅଛି, ଯାହା ପ୍ରାୟତଃ ମାନବ ଜୀବନ ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ,…

ଜଣାପଡିଲା କିଏ ଫସାଇଲା ମମତାଙ୍କୁ? ପଶ୍ଚିମବଙ୍ଗ ରାଜନୀତିରେ ଚହଳ!

କୋଲକାତା,୪।୬: ରୀତାବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ବିଧାୟକମାନଙ୍କର ଏକ ଗୋଷ୍ଠୀ ଦ୍ୱାରା ବଡ଼ ବିଦ୍ରୋହର ଖବର ପରେ ଟିଏମସି (TMC) ମଧ୍ୟରେ ରାଜନୈତିକ ହଲଚଲ ତେଜିବାରେ ଲାଗିଛି। ପଶ୍ଚିମବଙ୍ଗ…

ଶେଷ ହେଲା ଅପେକ୍ଷା! କେରଳମ୍ ଛୁଇଁଲା ମୌସୁମୀ, ଏହି ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ

ନୂଆଦିଲ୍ଲୀ,୪।୬: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେ’୨୬ ମୌସୁମୀ କେରଳମ୍ ଛୁଇଁବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri