Posted inଫୁରସତ

୮ସ୍ତ୍ରୀଙ୍କ ସହ ଗୋଟିଏ ଘରେ ରୁହନ୍ତି ଟାଟୁ ଆର୍ଟିଷ୍ଟ, ଜାଣନ୍ତୁ ଜଣଙ୍କ ପରେ ଜଣେ କିପରି ପଡ଼ିଥିଲେ ପ୍ରେମରେ

ଅନେକ ଲୋକ ଗୋଟିଏ କିମ୍ବା ୨ ଟି ବିବାହ କରନ୍ତି ମାତ୍ର ଏକା ସାଥୀରେ ଜଣେ ପୁରୁଷ ୮ ଜଣ ସ୍ତ୍ରୀଙ୍କ ସହ ରହିବା ଘଟଣା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଏହି ପରି ଜଣେ ବ୍ୟକ୍ତିଙ୍କ କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାଟି ଏଥି ପାଇଁ କୌତୁହଳପୂର୍ଣ୍ଣ କାରଣ ବ୍ୟକ୍ତିଙ୍କ ୮ ଜଣ ସ୍ତ୍ରୀ ଗୋଟିଏ ଘରେ ଏକ ସାଥୀରେ ଭଉଣୀ ଭଳି ରୁହନ୍ତି।
ଓଡ଼ିଆ ସେଣ୍ଟ୍ରାଲ ନାମକ ଏକ ୱେବସାଇଟ ଅନୁଯାୟୀ, ଏହି ଖବର ଥାଇଲ୍ୟାଣ୍ଡର ଜଣେ ବ୍ୟକ୍ତିଙ୍କ। ବ୍ୟକ୍ତିଙ୍କ ନାମ ହେଉଛି ଅନଗ ଡ୍ୟାମ।ଏହି ବ୍ୟକ୍ତି ବୃତ୍ତିରେ ଜଣେ ଟାଟୁ ଆର୍ଟିଷ୍ଟ । ସେ ତାଙ୍କର ୮ ସ୍ତ୍ରୀଙ୍କ ସହିତ ଗୋଟିଏ ଘରେ ରୁହନ୍ତି ।

ଅନଗ ଡ୍ୟାମ ଜଣେ ଜଣାଶୁଣା ଟାଟୁ ଆର୍ଟିଷ୍ଟ । ସେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ଥାଆନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ନୋଙ୍ଗ ସ୍ପ୍ରିଟ। ସେ ତାଙ୍କୁ ଏକ ବନ୍ଧୁଙ୍କ ବିବାହରେ ଭେଟିଥିଲେ ଏବଂ ଉଭୟ ପ୍ରଥମ ଦେଖାରେ ପରସ୍ପରକୁ ଭଲ ପାଇ ବସିଥିଲେ। ପରେ ସେମାନେ ବିବାହ କରିଥିଲେ ।
ଦ୍ୱିତୀୟ ସ୍ତ୍ରୀ ନୋଙ୍ଗ ଏଲଙ୍କ କାହାଣୀ ମଧ୍ୟ ଟିକିଏ ଅଲଗା । ଡ୍ୟାମ ଏବଂ ନୋଙ୍ଗ ଏକ ମାର୍କେଟରେ ଦୁହେଁ ପ୍ରେମରେ ପଡ଼ିଥିଲେ। ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତୃତୀୟ ସ୍ତ୍ରୀ ନୋଙ୍ଗ ନାନଙ୍କୁ ଧ୍ୟାମ୍‌ ଏକ ହସ୍ପିଟାଲରେ ଭେଟିଥିଲେ । ସୋସିଆଲ ମିଡିଆରେ ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସ୍ତ୍ରୀଙ୍କୁ ଭେଟିଥିଲେ। ଏହି ତିନିଜଣଙ୍କ ସହ ଚାଟିଂ କରିବାବେଳେ ସେମାନେ ପ୍ରେମରେ ପଡିଥିଲେ ଏବଂ ପରେ ବିବାହ କରିଥିଲେ। ସପ୍ତମ ସ୍ତ୍ରୀଙ୍କୁ ମନ୍ଦିରରେ ଦେଖି ଥିବାବେଳେ ଛୁଟିଦିନରେ ଅଷ୍ଟମ ସ୍ତ୍ରୀ ସମସ୍ତ ସ୍ତ୍ରୀଙ୍କ ଭେଟ ହୋଇଥିଲେ। ସେଠାରେ ପ୍ରେମ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri