Categories: ଫୁରସତ

୮୫ ବର୍ଷ ପରେ ମିଳିଲା ଟାସ୍‌ମାନିଆ ବାଘ ଅବଶେଷ

କାନବେରା: ଅଷ୍ଟ୍ରେଲିଆର ଏକ ସଂଗ୍ରହାଳୟରୁ ଟାସ୍‌ମାନିଆର ଶେଷ ବାଘ ଥାଇଲାସିନର ଅବଶେଷ ମିଳିଛି। ଦୀର୍ଘ ୮୫ ବର୍ଷ ପରେ ଏହା ମିଳିଥିବା ଟାସ୍‌ମାନିଆ ମ୍ୟୁଜିୟମ୍‌ ଆଣ୍ଡ୍‌ ଆର୍ଟ ଗ୍ୟାଲେରି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୧୯୩୬ରେ ଥାଇଲାସିନର ମୃତ୍ୟୁ ଘଟିଥିଲା।

Share