Posted inଜାତୀୟ

ତାଶି ନାମଗାଲ୍‌ କିଏ? ଯାହାଙ୍କ ନିଧନରେ ଶୋକବ୍ୟକ୍ତ କଲା ଭାରତୀୟ ସେନା, କାର୍‌ଗିଲ ଯୁଦ୍ଧରେ…

ନୂଆଦିଲ୍ଲୀ,୨୧।୧୨: କାର୍‌ଗିଲ ଯୁଦ୍ଧର ପ୍ରଚ୍ଛଦ ପଟର ନାୟକ ଆଉ ନାହାନ୍ତି। ୧୯୯୯ରେ କାର୍‌ଗିଲ ସେକ୍ଟରରେ ପାକିସ୍ତାନର ଅନୁପ୍ରବେଶ ବିଷୟରେ ଭାରତୀୟ ସୈନିକମାନଙ୍କୁ ସୂଚନା ଦେଇଥିବା ମେଷପାଳକ ତାଶି ନାମଗାଲ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ନାମଗାଲ ତାଙ୍କ ଝିଅ ତଥା ଶିକ୍ଷୟତ୍ରୀ ଶିରିଙ୍ଗ ଡୋଲକରଙ୍କ ସହ ୨୫ ତମ କାର୍‌ଗିଲ ବିଜୟ ଦିବସରେ ଯୋଗ ଦେଇଥିଲେ।

ଲେହ ସ୍ଥିତ ‘ଫାୟାର ଆଣ୍ଡ ଫ୍ୟୁରି କର୍ପସ’ ସୋସିଆଲ ମିଡିଆ ସାଇଟ୍‌ ‘ଏକ୍ସ’ରେ ଲେଖିଛି ଯେ, ତାଶି ନାମଗାଲ୍‌ଙ୍କ ହଠାତ ଦେହାନ୍ତ ହେବାକୁ ନେଇ ଅଗ୍ନିଶମ ଏବ ଫ୍ୟୁରି କର୍ପସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ସେହିଭଳି ସେନା କହିଛି, ଜଣେ ଦେଶପ୍ରେମୀଙ୍କର ଦେହାନ୍ତ ହୋଇଛି, ଲଦାଖର ସାହସୀ ବ୍ୟକ୍ତି-ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ।’ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ୧୯୯୯ରେ ‘ଅପରେଶନ ବିଜୟ’ ସମୟରେ ଦେଶ ପାଇଁ ତାଙ୍କର ଅମୂଲ୍ୟ ଅବଦାନ ଉପରେ ଆଲୋକପାତ କରାଯାଇଥିଲା। ଏହା ସ୍ବର୍ଣ୍ଣ ଅକ୍ଷରରେ ଲେଖାଯିବ ବୋଲି କହିଥିଲେ।

ନାମଗାଲ୍‌ଙ୍କର ଦେହାନ୍ତ ଲଦାଖର ଆର୍ଯ୍ୟନ ଉପତ୍ୟକା ସ୍ଥିତ ଗାରଖୋନରେ ହୋଇଛି। ସେ ୧୯୯୯ରେ ପାକିସ୍ତାନୀ ଅନୁପ୍ରବେଶ ବିଷୟରେ ଭାରତୀୟ ସେନାକୁ ସଚେତନ କରିବାକୁ ନେଇ ଲାଇମଲାଇଟ୍‌କୁ ଆସିଥିଲେ। ସେ ନିଜର ନିଖୋଜ ୟାକ୍‌କୁ ଖୋଜୁଥିବା ବେଳେ ପାଥାନ୍‌ରେ ପାକିସ୍ତାନୀ ସୈନିକମାନଙ୍କୁ ବାଟାଲିକ୍‌ ପର୍ବତ ଉପରେ ବଙ୍କର୍‌ ଖୋଳୁଥିବା ଦେଖିଥିଲେ। ପରିସ୍ଥିତିର ଗମ୍ଭୀରତାକୁ ବୁଝି ସେ ତୁରନ୍ତ ଭାରତୀୟ ସେନାକୁ ଜଣାଇଥିଲେ, ଯାହା ପରେ ସେନା କାର୍ଯ୍ୟାନୁଷ୍ଠାନ ନେଇଥିଲା।

ନାମଗାଲଙ୍କ ସୂଚନା ପରେ ଭାରତୀୟ ସୈନ୍ୟମାନେ ମେ ୩ରୁ ଜୁଲାଇ ୨୬ ମଧ୍ୟରେ କାର୍‌ଗିଲ ଯୁଦ୍ଧରେ ଏକପ୍ରତିତ ହୋଇ ପାକିସ୍ତାନର ଗୁପ୍ତ ମିଶନକୁ ଖଣ୍ଡନ କରିଥିଲେ। ନାମଗାଲଙ୍କ ସତର୍କ ସୂଚନା ଭାରତର ବିଜୟରେ ସହାୟକ ହୋଇଥିଲା। ତାଙ୍କୁ ଜଣେ ସାହସୀ ମେଷପାଳକ ଭାବେ ଖ୍ୟାତି ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri