ବିମାନ ଦୁର୍ଘଟଣାରେ ଆଖି ବୁଜିଲେ ଟାର୍‌ଜନ ଅଭିନେତା

ବମ୍ବେ: ପରଲୋକରେ ଅଭିନେତା ଜୋ ଲାରା। ଏକ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ୫୮ ବର୍ଷୀୟ ଜୋ ବିମାନରେ ସ୍ତ୍ରୀ ଏବଂ ପାଞ୍ଚଜଣ ଅନ୍ୟ ଲୋକଙ୍କ ସହ ଯାତ୍ରା କରୁଥିଲେ। ଏବେ ପୋଲିସ ସେମାନଙ୍କର ମୃତଦେହକୁ ଖୋଜିବାକୁ ପ୍ରୟାସ ଜାରି ରଖିଛି।

ନବେ ଦଶକରେ ଟାରଜନ୍‌ ଭୂମିକାରେ ଅଭିନୟ କରି ଜୋ ବେଶ୍‌ ଲୋକପ୍ରିୟ ହୋଇଥିଲେ। ଟେଲିିଭିଜନ ସିରିଜ୍‌ ‘ଟାରଜନ୍‌: ଦ ଏପିକ୍‌ ଆଡଭେଞ୍ଚର’ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Share