Categories: ଜାତୀୟ

ତାମିଲସାଇ ହେଲେ ପୁଡୁଚେରୀର ନୂଆ ଉପ ରାଜ୍ୟପାଳ

ପୁଡୁଚେରୀ,୧୮।୨: ତାମିଲସାଇ ସୌନ୍ଦରାରାଜନ ପୁଡୁଚେରୀର ନୂଆ ଉପ ରାଜ୍ୟପାଳ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ତେଲେଙ୍ଗାନା ସହିତ ତାଙ୍କୁ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ଉପସ୍ଥିତିରେ ତାମିଲସାଇ ଦାୟିତ୍ୱ ଗ୍ରହଣ କରିଛନ୍ତି।

Share