Categories: ଫୁରସତ

ମନ୍ଦିର ପୋଖରୀରେ ମରି ପଡ଼ିଛନ୍ତି ଅସଂଖ୍ୟ ମାଛ

ତାମିଲନାଡୁର ମଦୁରାଇରେ ଅବସ୍ଥିତ ଥିରୁପାନକୁଣ୍ଡ୍ରମ୍‌ ମୁରୁଗନ ମନ୍ଦିର ପୋଖରୀରେ ଅନେକଗୁଡିଏ ମାଛ ମରି ପଡ଼ିଥିବା ଦେଖିବାକୁ ମିଳିଛି। ହେଲେ ଏକାସାଙ୍ଗରେ ଏତେଗୁଡିଏ ମାଛ କିପରି ମଲେ ତାର କାରଣ ଜଣାପଡ଼ି ନାହିଁ। ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକାସାଙ୍ଗରେ ଏତେଗୁଡିଏ ମାଛ କିପରି ମଲେ ସେ ନେଇ ଲୋକେ ପ୍ରଶ୍ନ କରିବାରେ ଲାଗିଛନ୍ତି।

Share