ଚାଇନାର ଧମକ ପରେ ଜର୍ମାନୀର ସହାୟତା ଲୋଡିଲା ତାଇଓ୍ବାନ…

ତାଇପେଇ ସିଟି/ବେଜିଂ,୧୦।୧ : ଚାଇନାର ଧମକ ପରେ ତାଇଓ୍ବାନ କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଜର୍ମାନୀର ସହାୟତା ଲୋଡ଼ିଛି। ତାଇଓ୍ବାନ ରାଷ୍ଟ୍ରପତି ତ୍ସାଇ ଇଙ୍ଗ ବେନ ଜର୍ମାନୀ ସାଂସଦଙ୍କ ସହିତ ଏକ ବୈଠକରେ ମଙ୍ଗଳବାର ଚାଇନା ଧମକ ନେଇ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଆହ୍ବାନ ଦେଇଛନ୍ତି।

ଚାଇନା ଲଗାତାର ଯୁଦ୍ଧବିମାନ ଏବଂ ଯୁଦ୍ଧପୋତ ଦ୍ୱାରା ତାଇଓ୍ବାନର ସାମୁଦ୍ରିକ ଏବଂ ଆକାଶ ସୀମାରେ ଅନୁପ୍ରବେଶ ଜାରି ରଖିଥିବା ସେ କହିଛନ୍ତି। ଚାଇନାର ଏଭଳି ଧମକ ନେଇ ପଶ୍ଚିମ ଦେଶ ଆବଶ୍ୟକ ପଦକ୍ଷେପ ନେବାକୁ ତାଇଓ୍ବାନ ଅନୁରୋଧ କରିଛି।

Share