Tag Archives: ହରମୋନସ୍ତର

ଲର୍ଡସ୍ ଟେଷ୍ଟ: ପ୍ରଥମ ଘଣ୍ଟାରେ ୬ ଉଇକେଟ୍ ନେବାକୁ ଇଂଲଣ୍ଡ କୋଚ୍‌ଙ୍କ ଚେତାବନୀ, ଭାରତ ଆଗରେ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୪ା୭: ଲର୍ଡସ୍‌ରେ ଚାଲିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଇଂଲଣ୍ଡ ସହାୟକ କୋଚ୍ ମାର୍କସ୍ ଟ୍ରେସ୍କୋଥିକ୍ ଭାରତକୁ ଏକ ଦୃଢ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଜୋଫ୍ରା ଆର୍ଚରଙ୍କ ନେତୃତ୍ୱାଧୀନ ବୋଲିଂ ଦଳ…

ଘରୋଇ ଆବାସିକ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୋଇଥିବା ଅବସ୍ଥାରେ…

କେନ୍ଦୁଝର,୨୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ମାଇନିଂ ରୋଡ ସ୍ଥିତ ଗାୟତ୍ରୀ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ ଘର ପାଟଣା ଥାନା ଟାଙ୍ଗରପଡା ଗ୍ରାମରେ ଏବଂ ସେ ଜଗବନ୍ଧୁ ମହାନ୍ତଙ୍କ ପୁଅ ଜଳଧର…

ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କହିଛନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି ଗୁଣ…

ନାବାଳିକା ଝିଅକୁ ୭୨ ବର୍ଷ ବ୍ୟକ୍ତିଙ୍କ ସହିତ ବିବାହ କରୁଥିଲା ବାପା, ଉଦ୍ଧାର କଲା ପୋଲିସ

ନୂଆଦିଲ୍ଲୀ, ୧୬।୬: ୧୨ ବର୍ଷର ଝିଅକୁ ୭୨ ବର୍ଷ ବୟସ୍କ ବ୍ୟକ୍ତି ସହିତ ବିବାହ ଉଦ୍ୟମକୁ ପଣ୍ଡ କରି ଅଭିଯୁକ୍ତ ବରକୁ ଗିରଫ କରିଛି ପୋଲିସ। ପୋଲିସର ସୂଚନାନୁସାରେ, ଝିଅର ବାପା ଆଲାମ ସୟଦ ୭୨ ବର୍ଷୀୟ ବୃଦ୍ଧଙ୍କୁ ୫୦୦,୦୦୦ ଟଙ୍କାରେ…

ଆସିଲା ତାଲିକା…ମୋଦି ୩.୦ କ୍ୟାବିନେଟ୍‌ରେ କେଉଁ ରାଜ୍ୟରୁ କିଏ ହେବେ ମନ୍ତ୍ରୀ, ଦେଖନ୍ତୁ… 

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌କୁ ନେଇ ଚାଲୁଥିବା ଚର୍ଚ୍ଚାରେ ବିରାମ ଲାଗିଛି। ଏଥିରେ ସ୍ଥାନ ପାଇବାକୁ ଥିବା ମନ୍ତ୍ରୀ ତାଲିକାରେ ରାଜନାଥ ସିଂ, ନୀତିନ ଗଡକରୀ, ଅମିତ ଶାହା, ନିର୍ମଳା ସୀତାରମଣଙ୍କୁ…

କେବେ ବି କରନ୍ତୁ ନାହିଁ ଏହି ୪ ଭୁଲ୍‌, ପାଖରୁ ଦୂରେଇ ଯିବେ ଲକ୍ଷ୍ମୀ

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭାରତର ସବୁଠାରୁ ମହାନ ବିଦ୍ୱାନ, ଅର୍ଥଶାସ୍ତ୍ରୀ ଏବଂ ମାର୍ଗଦର୍ଶକ କୁହାଯାଏ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଧନସମ୍ପତ୍ତିକୁ ନେଇ ଅନେକ କିଛି ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ମନୁଷ୍ୟ ଦ୍ୱାରା ଜାଣତରେ ହେଉ କିମ୍ବା ଅଜଣାତରେ କରାଯାଉଥିବା ଭୁଲ ବିଷୟରେ…

ଓଟିଟି ଡେବ୍ୟୁ କରିବେ ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଋଷି କପୁର ଏବଂ ଅଭିନେତ୍ରୀ ନୀତୁ କପୁରଙ୍କ ଝିଅ ରିଦ୍ଧିମା କପୁର କରିବେ ଓଟିଟି ଡେବ୍ୟୁ। ଫିଲ୍ମଜଗତଠାରୁ ଦୂରରେ ରହୁଥିବା ରିଦ୍ଧିମା ଏବେ ‘ଫାବୁଲସ୍‌ ଲାଇଫ୍ସ ଅଫ୍‌ ବଲିଉଡ୍‌ ଓ୍ବାଇଫ୍ସ’ର ନୂଆ ସିଜନ୍‌ରେ ନଜର ଆସିବେ।…

ତୃତୀୟ ବିବାହ କରିବାକୁ ଯାଉଛନ୍ତି ଅଲି ମର୍ଚାଣ୍ଟ, ବୁର୍ଜ ଖଲିଫା ନିକଟରେ ପ୍ରେମିକାଙ୍କୁ କଲେ ପ୍ରପୋଜ୍‌…

ବମ୍ବେ: ନିଜର ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଭିନେତା ଅଲି ମର୍ଚାଣ୍ଟ। ନିକଟରେ ସେ ପ୍ରେମିକା ଅଦଲିବ୍‌ ଜୈଦିଙ୍କ ସହ ସମ୍ପର୍କ ପରେ ମୋହର ମାରିଥିଲେ। ଏବେ ସେ ତାଙ୍କୁ ବିବାହ ଲାଗି ପ୍ରପୋଜ କରିଥିବା ବେଳେ ଏଥିନେଇ ଡେଟ୍‌ ସାମ୍ନାକୁ ଆସିଛି।…

ପାର୍ସଲରୁ ଉଭାନ ହୋଇଯାଉଛି ସାମଗ୍ରୀ

ସୁନାବେଡା ୧୯ା୧୦(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ହାଲ୍‌ ଟାଉନଶିପ୍‌ରେ ଥିବା ପୋଷ୍ଟ ଅଫିସରେ ପାର୍ସଲ ଥିବା ସାମଗ୍ରୀ ହଜିଯାଉଥିବା ଅଭିଯୋଗ ହୋଇଛି। ଫଳରେ ଯାହାଙ୍କ ନାମରେ ପାର୍ସଲ ଆସୁଛି, କିନ୍ତୁ ତାଙ୍କୁ ଖାଲି ଖୋଳ ମିଳୁଛି। ମିଳିଥିବା ଖବରରୁ ଜଣାପଡିଛି, ହାଲ୍‌ ଟାଉନଶିପ୍‌…

‘ଯୁବ କ୍ରିକେଟର ସତ୍ତ୍ୱେ ପନ୍ତ ଦେଇଛନ୍ତି ପ୍ରେରଣା’

ନୂଆଦିଲ୍ଲୀ,୧୯।୯: ଆସନ୍ତା ବିଶ୍ୱକପ୍‌ରେ ଖେଳିବା ଲାଗି ଫିଟ୍‌ ନାହାନ୍ତି ଋଷଭ ପନ୍ତ। କାର ଦୁର୍ଘଟଣାରେ ଆହତ ହେବା ପରେ ସେ ଏବେ ଏନ୍‌ସିଏରେ ରିହାବିଲିଟେଶନରେ ଅଛନ୍ତି। ଏଣୁ ଆସନ୍ତା ବର୍ଷ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି। ଏସବୁ ମଧ୍ୟରେ…

ବିଶ୍ୱକପ୍‌ ଲାଗି ଚାମ୍ପିୟନ ଇଂଲଣ୍ଡର ଦଳ ଘୋଷଣା

ନୂଆଦିଲ୍ଲୀ,୧୮।୯: ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ୨୦୨୩ କ୍ରିକେଟ ବିଶ୍ୱକପ୍‌ ଲାଗି ୧୫ ଜଣିଆ ଦଳ ଘୋଷଣା କରିଛି ଇଂଲଣ୍ଡ। ଜୋସ ବଟଲରଙ୍କ ନେତୃତ୍ୱରେ ଦଳ ଟୁର୍ନାମେଣ୍ଟ ଖେଳିବାକୁ ଓହ୍ଲାଇବ। ତାଙ୍କ ବ୍ୟତିତ ଦଳରେ ବିସ୍ଫୋରକ ବ୍ୟାଟ୍‌ର ହ୍ୟାରି ବ୍ରୁକ୍‌ଙ୍କୁ…

ବାପା ଚାହୁଁଥିଲେ ଆଇଏଏସ୍‌ ହୁଅନ୍ତୁ, ପୁଅ ବାର୍‌ ଶୈଳୀରେ ଚା’ ବିକି କମାଇଲେ ୧୦୦ କୋଟି…

ବାପା ଚାହୁଁଥିଲେ ପୁଅ ଆଇଏଏସ୍‌ ହେଉ। ହେଲେ ପୁଅଙ୍କର ଚିନ୍ତା ଭିନ୍ନ ଥିଲା। ସେ ବ୍ୟବସାୟରେ ନିଜକୁ ପ୍ରମାଣିତ କରିବାକୁ ଚାହୁଁଥିଲେ। ସେ ତାହା କରିଦେଖାଇଲେ ମଧ୍ୟ। ଏବେ ସେ ୧୦୦ କୋଟିର ମାଲିକ। କାହାଣୀଟି ହେଉଛି ମଧ୍ୟପ୍ରଦେଶର ରିବାରେ ରହୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri