ରୁଷିଆ-ୟୁକ୍ରେନ ଯୁଦ୍ଧର ୧,୫୬୯ ଦିନ: ପ୍ରଥମ ବିଶ୍ୱଯୁଦ୍ଧର ୨୨୪ ସପ୍ତାହଠାରୁ ଅଧିକ ସମୟ ଧରି ଚାଲିଲାଣି ଯୁଦ୍ଧ ଓ୍ବାଶିଂଟନ,୧୨।୬: ପ୍ରାୟ ୫୨ ମାସ ଧରି ଚାଲିଥିବା ୟୁକ୍ରେନରେ ଯୁଦ୍ଧ ବର୍ତ୍ତମାନ ଅବଧି ଦୃଷ୍ଟିରୁ ପ୍ରଥମ ବିଶ୍ୱଯୁଦ୍ଧକୁ ପଛରେ ପକାଇ ଦେଇଛି। ଫେବୃଆରୀ ୨୦୨୨ ଠାରୁ ୟୁକ୍ରେନ ଯୁଦ୍ଧ ୧,୫୬୯ ଦିନ ଧରି ଚାଲିଛି, ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଜୁଲାଇ ୧୯୧୪…