ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ମହିଳା ଏସପିଜି କମାଣ୍ଡୋ, ଭାଇରାଲ୍ ଫଟୋ ପଛର କାହାଣୀ ଆଶ୍ଚର୍ଯ୍ୟ କରିଦେବ ନୂଆଦିଲ୍ଲୀ,୨୯।୧୧: ସୋସିଆଲ ମିଡ଼ିଆରେ ଏକ ଫଟୋ ଏବଂ ଖୁବ ଭାଇରାଲ୍ ହେଉଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଜଣେ ମହିଳା ଅଫିସର ନଜର ଆସୁଛନ୍ତି। ଏହି ଫଟୋକୁ ଭାଜପା ସଂସଦ କଙ୍ଗନା ରନୌତ ସୋସିଆଲ ମିଡିଆରେ ଶେୟାର କରିଥିଲେ।...