ପଶ୍ଚିମବଙ୍ଗର କେଉଁ ଆସନ ଛାଡ଼ିଲେ, କେଉଁ ଆସନ ରଖିଲେ ନିଜେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ… କୋଲକାତା,୧୩ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମ ଏବଂ ଭବାନୀପୁର ଉଭୟ ଆସନରେ ବିଜୟୀ ହୋଇଥିଲେ, ଯାହା ପରେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିଛି। ସେ ନନ୍ଦୀଗ୍ରାମ ଆସନ ଛାଡ଼ିଛନ୍ତି ଏବଂ ଭବାନୀପୁରର ବିଧାୟକ ରହିବେ। ସେ…