ହରମନପ୍ରୀତ୍ଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ
ଜୟପୁର, ୧୩ା୧୧: ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ହରମନପ୍ରୀତ୍ କୌରଙ୍କ ଏକ ମହମ ପ୍ରତିମୂର୍ତ୍ତିକୁ ଶୁକ୍ରବାର ଉନ୍ମୋଚିତ କରାଯାଇଛି। ଏହା ତାଙ୍କ ପାଇଁ ଏକ ଗୌରବର ମୁହୂର୍ତ୍ତ ବୋଲି ହରମନପ୍ରୀତ୍ କହିଛନ୍ତି। ନହରଗଡ଼ସ୍ଥିତ ଐତିହାସିକ ମ୍ୟୁଜିୟମ ଦ୍ୱାରା ନିର୍ମିତ ଏହି…

