ଅଷ୍ଟ୍ରେଲିଆ ବିପକ୍ଷ ୩ ଦିନିକିଆ ପାଇଁ ଭାରତୀୟ ଟିମ୍ ଘୋଷଣା: ରୋହିତ, ବିରାଟଙ୍କୁ ମିଳିଲା ନାହିଁ ସ୍ଥାନ
ମୁମ୍ବାଇ,୧୪।୯: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ‘ଏ’ ଟିମ୍ ଘୋଷଣା କରିଛି। ଏହି ସିରିଜ୍ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ...
ଲଣ୍ଡନରେ ଫିଟନେସ ପରୀକ୍ଷା ଦେଲେ ବିରାଟ କୋହଲି, BCCIର କୋହଳ ମନବୃତି ପାଇଁ ଉଠିଲା ପ୍ରଶ୍ନ
ମୁମ୍ବାଇ,୩ା୯: ଭାରତୀୟ କ୍ରିକେଟ ଦଳର ଅଧିକାଂଶ ଖେଳାଳି ବେଙ୍ଗାଲୁରୁରେ ଥିବା ନ୍ୟାସନାଲ କ୍ରିକେଟ ଏକାଡେମୀରେ ଫିଟନେସ ପରୀକ୍ଷା ଦେଉଥିବା ବେଳେ, ବିରାଟ କୋହଲି ଏକମାତ୍ର ସକ୍ରିୟ ଖେଳାଳି ଭାବେ ଲଣ୍ଡନରେ ଏହି ପରୀକ୍ଷା ଦେଇଛନ୍ତି, ଯେଉଁଠାରେ ସେ ବର୍ତ୍ତମାନ ପରିବାର...
ଏହି ଦିନ କଥା ମନେପକାଇ ଇମୋଶନାଲ ହେଲେ ବିରାଟ କୋହଲି
ନୂଆଦିଲ୍ଲୀ,୩।୯: ଜୁନ ୩ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB) ୧୭ ବର୍ଷ ପରେ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଟାଇଟଲ ଜିତିଥିଲା। ଏହା ପରେ, RCB ଖେଳାଳିମାନେ ବହୁତ ଖୁସି ଥିଲେ, କିନ୍ତୁ ବିଜୟ ପରେଡ ସମୟରେ...
RCBର ବଡ଼ ଘୋଷଣା: ୩ ମାସ ପରେ ପ୍ରଶଂସକଙ୍କୁ ଦେଲା ଗୁଡ୍ନ୍ୟୁଜ୍
ନୂଆଦିଲ୍ଲୀ,୨୮।୮: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୧୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ରଜତ ପଟିଦାରଙ୍କ ଅଧିନାୟକତ୍ୱରେ ଦଳ ଫାଇନାଲରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଟ୍ରଫି ଜିତିଥିଲା। ଏହାର ଉତ୍ସବ ପାଳନ କରିବା ପାଇଁ, ପରଦିନ ଅର୍ଥାତ୍ ଜୁନ ୪ରେ,...
ଅବସର ଚର୍ଚ୍ଚା ମଧ୍ୟରେ କୋହଲିଙ୍କ ଏହି ଫଟୋ ଭାଇରାଲ: ସାରା ବିଶ୍ୱରେ ହଲଚଲ
ନୂଆଦିଲ୍ଲୀ,୧୪।୮:ଟି-୨୦ ଏବଂ ଟେଷ୍ଟ କ୍ରିକେଟକୁ ଅଲବିଦା କହିସାରିଥିବା ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଦିନିକିଆ ଫର୍ମାଟରେ ଧ୍ୟାନ ଦେଉଛନ୍ତି। ଅଗଷ୍ଟରେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ବାତିଲ ହେବା ପରେ, ତାଙ୍କର ପରବର୍ତ୍ତୀ...
ଯୁବକଙ୍କ ପାଖକୁ ଫୋନ କଲେ ବିରାଟ କୋହଲି, ଡିଭିଲିୟର୍ସ, ଆଉ ତା’ପରେ…
ନୂଆଦିଲ୍ଲୀ,୧୧।୮: ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସଙ୍କ ସହ କଥା ହେବା ପରେ ଛତିଶଗଡ଼ର ମନୀଷ ବିସି ଏବଂ ଖେମରାଜ ବହୁତ ଖୁସି। ପ୍ରକୃତରେ ସେମାନେ ଏକ ସିମ କାର୍ଡ କିଣିଥିଲେ ଏବଂ ସେମାନଙ୍କୁ ସେହି ନମ୍ବର ଦିଆଯାଇଥିଲା ଯାହା...
ଟୁଇଟରେ ଶୁବମନ ଗିଲଙ୍କ ପାଇଁ କାହିଁକି କିଛି ବି ଲେଖିଲେନି ବିରାଟ, ୟୁଜର୍ସ କହିଲେ ଏମିତି କଥା
ନୂଆଦିଲ୍ଲୀ,୫।୮: ବିରାଟ କୋହଲି ପୁଣିଥରେ ଖବର ଶିରୋନାମାରେ ଅଛନ୍ତି। ଏଥର ସେ ତାଙ୍କ ଖେଳ ଯୋଗୁ ନୁହେଁ ବରଂ ଅନ୍ୟ କୌଣସି କାରଣରୁ ଖବର ଶିରୋନାମାରେ ଅଛନ୍ତି। ୩୬ ବର୍ଷୀୟ କ୍ରିକେଟର ଅଗଷ୍ଟ ୪ ତାରିଖରେ ତାଙ୍କ ଅଫିସିଆଲ ଏକ୍ସ...
ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ପରେ ବିରାଟ କୋହଲିଙ୍କ ପ୍ରତିକ୍ରିୟା ଭାଇରାଲ
ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳ ଓଭାଲରେ ଇଂଲଣ୍ଡ ବିପକ୍ଷରେ ଏକ ରୋମାଞ୍ଚକର ୬ ରନ୍ରେ ବିଜୟ ହାସଲ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୨ରେ ବରାବର କରିଛି। ଶୁଭମନ ଗିଲ୍ଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚକୁ ପରାଜୟର...
ଲିଓନେଲ ମେସି ଖେଳିବେ କ୍ରିକେଟ! ଡିସେମ୍ବରରେ ଧୋନି-କୋହଲିଙ୍କ ବିପକ୍ଷେ ମୁମ୍ବାଇରେ ମ୍ୟାଚ
ମୁମ୍ବାଇ,୧।୮: ଆର୍ଜେଣ୍ଟିନାର ଫୁଟବଲ ତାରକା ଲିଓନେଲ ମେସି ଡିସେମ୍ବର ୧୪ରେ ମୁମ୍ବାଇର ଓ୍ୱାଙ୍ଖେଡେ ଷ୍ଟାଡିୟମରେ ଏକ ସାତ-ଜଣିଆ କ୍ରିକେଟ ମ୍ୟାଚରେ ଏମଏସ ଧୋନି ଓ ବିରାଟ କୋହଲିଙ୍କ ବିପକ୍ଷେ ଖେଳିବେ ବୋଲି ସୂଚନା ମିଳିଛି। ଏହି ମ୍ୟାଚରେ ସଚିନ ତେନ୍ଦୁଲକର...
କୋହଲି ଦୋଷୀ ସାବ୍ୟସ୍ତ: ହାଇକୋର୍ଟରେ ରିପୋର୍ଟ ଦାଖଲ କଲେ ସରକାର
ବେଙ୍ଗାଲୁରୁ,୧୭।୭:ବେଙ୍ଗାଲୁରୁରେ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ଉତ୍ସବ ସମୟରେ ଦଳାଚକଟା ସମ୍ପର୍କରେ କର୍ନାଟକ ସରକାର ହାଇକୋର୍ଟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ସରକାର ଦଳାଚକଟା ପାଇଁ ଆରସିବିକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ଏଥିରେ...
ବିରାଟ କୋହଲିଙ୍କ ବିସିସିଆଇ ନିୟମ ବିରୋଧୀ ମତର ପରେ କଡ଼ା ଜବାବ ଦେଲେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୧୧ା୭: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଶୁକ୍ରବାର, ୧୧ ଜୁଲାଇ ୨୦୨୫ରେ ବିସିସିଆଇର ନୂଆ ନିୟମ ଉପରେ ମୁହଁ ଖୋଲିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପରାଜୟ ପରେ ବିସିସିଆଇ ବିଦେଶ ଗସ୍ତ ସମୟରେ ପରିବାରଙ୍କ...
କୋହଲି ଉତ୍ଫୁଲିତ: ଏହି ୩ ଖେଳାଳିଙ୍କୁ କହିଲେ ଚମତ୍କାର
ବର୍ମିଂହାମ,୭।୭:ବର୍ମିଂହାମ ଟେଷ୍ଟରେ ଭାରତର ବିଜୟରେ ସମସ୍ତେ ଖୁସି। ୫୮ ବର୍ଷ ପରେ ପ୍ରଥମ ଥର ପାଇଁ ଏଜବାଷ୍ଟନରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର ବିଜୟ ଉପରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ...
Archives


