Tag Archives: Vinesh Phogat

ହଟିବ ସସ୍‌ପେନ୍ସ, ଭିନେଶଙ୍କୁ ପଦକ ମିଳିବା ନେଇ ଆଜି ରାତିରେ ହିଁ ଆସିବ ବଡ଼ ରାୟ

ନୂଆଦିଲ୍ଲୀ,୧୦ା୮: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବ କି ନାହିଁ ସେ ନେଇ ଆଜି ଅର୍ଥାତ୍‌ ରବିବାର ରାତିରେ ତାହାର ରାୟ ଆସିବ। ୫୦ କେଜି ରେସଲିଂ ଓଜନ ବର୍ଗରେ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ଭିନେଶଙ୍କ…

ପ୍ୟାରିସ ଅଲିମ୍ପିକ୍ସରେ ପଦକ ପାଇବେ କି ନାହିଁ ଭିନେଶ; ଆଜି ଆସିପାରେ ନିଷ୍ପତ୍ତି, କେସ ଲଢ଼ୁଛନ୍ତି ପ୍ରଖ୍ୟାତ ଓକିଲ

ପ୍ୟାରିସ, ୯।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ତାରକା ମହିଳା ରେସଲର ଭିନେଶ ଫୋଗାଟଙ୍କ ଆବେଦନ ଶୁକ୍ରବାର ଶୁଣାଣି ହେବ। ତାଙ୍କର ଅଯୋଗ୍ୟତା ବିରୋଧରେ ସେ CAS (କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ) ରେ ଏକ ଆବେଦନ କରିଥିଲେ, ଯାହା ଶୁଣାଣି…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍‌, ଭିନେଶ ଫୋଗାଟଙ୍କୁ ରାଜ୍ୟସଭା ପଠାଇଥାନ୍ତୁ, ହେଲେ..

ନୂଆଦିଲ୍ଲୀ, ୦୮।୦୮: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା ଭିନେଶ ଫୋଗାଟଙ୍କୁ ନେଇ ବଡ଼ କଥା କହିଛନ୍ତି । ଯଦି ଆମ ପାଖରେ ବିଧାୟକ ସଂଖ୍ୟା ଅଧିକ ଥାନ୍ତା ଆମେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ…

ଭିନେଶଙ୍କ ଅବସର ଘୋଷଣା ପରେ ଶଶି ଥରୁର କହିଲେ ଲଢୁ ଲଢୁ ଝିଅ…

ନୂଆଦିଲ୍ଲୀ,୮ା୮: ଭାରତର ଷ୍ଟାର୍‌ ରେସଲର ଭିନେଶ ଫୋଗଟ ଅବସର ଘୋଷଣା କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏମ୍‌ପି ଶଶି ଥରୁର ଭିନେଶଙ୍କ ଅବସରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଝିଅଟି ସିଷ୍ଟମ ଦ୍ୱାରା ରନ୍ଧା ଯାଇଛି’। ଏଥିସହିତ ସେ…

ଅଲମ୍ପିକରୁ ଦୁଃଖଦ ବିଦାୟ ପରେ ଅବସର ଘୋଷଣା କଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୮।୮: ମାତ୍ର ୧୦୦ ଗ୍ରାମ୍ ଓଜନ ଅଧିକ ପାଇଁ ମହିଳା କୁସ୍ତି ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ଅବସର ଘୋଷଣା କରିଛନ୍ତି। ସେ ଫାଇନାଲ ଖେଳି ପାରିବେ ନାହିଁ। ତାଙ୍କୁ କୌଣସି ପଦକ ବି…

ଭିନେଶ ବାଦ୍‌ ପଡ଼ିବା ପରେ ପ୍ରତିକ୍ରିୟା ରଖିଲେ ଭଉଣୀ ବବିତା, କହୁକହୁ କହିଦେଲେ ଏହି ବଡ଼ କଥା…

ନୂଆଦିଲ୍ଲୀ,୭ା୮: ପ୍ୟାରିସ୍‌ ଅଲିମ୍ପିକ୍ସରୁ ମହିଳା ରେସଲର ଭିନେଶ ଫୋଗଟ ବାଦ୍‌ ପଡ଼ିବା ପରେ କୋଟି କୋଟି ଭାରତୀୟଙ୍କ ସ୍ବର୍ଣ୍ଣପଦକ ସ୍ବପ୍ନ ମଉଳି ଯାଇଛି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ଭିନେଶଙ୍କ ଓଜନ ବଢ଼ିଯିବାରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ବର୍ତ୍ତମାନ ସମସ୍ତ କୁସ୍ତିଯୋଦ୍ଧା ତାଙ୍କ…

ଭିନେଶ ଫୋଗଟ ଅଯୋଗ୍ୟ ଘୋଷଣା ପରେ କ୍ରୀଡ଼ାମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୭ା୮: ପ୍ୟାରିସ୍‌ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ବୁଧବାର ସଂସଦରେ କ୍ରୀଡ଼ାମନ୍ତ୍ରୀ ମନସୁଖ୍‌ ମାଣ୍ଡବ୍ୟ ଏକ ବିବୃତ୍ତି ଦେଇଛନ୍ତି। ସେ ଲୋକ ସଭାରେ ସମ୍ବୋଧିତ କରି କହିଛନ୍ତିି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)କୁ…

ଫାଇନାଲ ପୂର୍ବରୁ ଡିସକ୍ୱାଲିଫାଏଡ ହେବା ପରେ ବି ଭିନେଶ ଜିତିପାରିବେ ରୌପ୍ୟ, ବ୍ରୋଞ୍ଜ! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୭।୮: ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗଟ ଗତ ମଙ୍ଗଳବାର ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ। ବର୍ତ୍ତମାନ ହଠାତ୍‌ ୧୪୦ କୋଟି ଭାରତୀୟଙ୍କ ଆଶା ମଉଳିଯାଇଛି।୫୦ କିଲୋଗ୍ରାମରୁ ଅଧିକ ଓଜନ ହେତୁ ତାଙ୍କୁ ଫାଇନାଲ ମ୍ୟାଚରୁ ଡିସକ୍ୱାଲିଫାଏଡ କରାଯାଇଛି।…

ଭାଙ୍ଗିଗଲା ଲକ୍ଷଲକ୍ଷ ପ୍ରଶଂସକଙ୍କ ହୃଦୟ, ଭିନେଶ ଫୋଗଟ ଡିସ୍‌କ୍ୱାଲିଫାଏଡ ଘୋଷିତ

ପ୍ୟାରିସ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଲା ବଡ଼ ଝଟକା। ଫାଇନାଲ ପୂର୍ବରୁ ଭିନେଶ ଫୋଗଟ ଡିସ୍‌କ୍ୱାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍‌କ୍ୱାଲିଫାଏଡ ଘୋଷଣା କରାଯାଇଛି। ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ ଅଧିକ ଓଜନର…

ଫାଇନାଲରେ ଭିନେଶ ଫୋଗଟ; ପଦକ ପକ୍କା

ନୂଆଦିଲ୍ଲୀ,୬।୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ୫୦ କିଗ୍ରା ମହିଳା କୁସ୍ତି ଇଭେଣ୍ଟର ଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି ଭିନେଶ ଫୋଗଟ। ଟୋକିଓ ବିଫଳତାକୁ ପଛରେ ପକାଇ ଭିନେଶ ସୋମବାର ଲଢୁଆ ପ୍ରଦର୍ଶନ କରିଥିଲେ। ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ…

ବିଶ୍ୱ ଚମ୍ପିୟନଙ୍କୁ ହରାଇଲେ ଭିନେଶ ଫୋଗଟ; ୧୫ ସେକେଣ୍ଡରେ ପାଲଟାଇଦେଲେ ବାଜି

ନୂଆଦିଲ୍ଲୀ, ୦୬।୦୮: ପ୍ୟାରିସ ଅଲିମ୍ପିକ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ଷ୍ଟାର ଇଣ୍ଡିଆନ୍ ରେସଲର ଭିନେଶ ଫୋଗାଟଙ୍କ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ ଚାମ୍ପିଅନ୍ ତଥା ଚାରିଥର ବିଶ୍ୱ ଚାମ୍ପିଅନ୍ ୟୁୟୁ ସୁସାକିଙ୍କୁ ୫୦ କେଜି ବର୍ଗରେ ୩-୨ ରେ ପରାସ୍ତ କରିଛନ୍ତି। ଏହି…

ପିଏମଓ ଯାଉଥିବା ଭିନେଶ ଫୋଗଟଙ୍କୁ ଅଟକାଇଲା ପୋଲିସ, କର୍ତ୍ତବ୍ୟ ପଥରେ ଛାଡିଲେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୩୦।୧୨: ଭାରତୀୟ କୁସ୍ତି ଜଗତରେ ଚାଲିଥିବା ‘ଦଙ୍ଗଲ’ ବନ୍ଦ ହେଉନାହିଁ। ରେସଲର ବଜରଙ୍ଗ ପୁନିଆଙ୍କ ପରେ ଶନିବାର ମହିଳା ରେସଲର ଭିନେଶ ଫୋଗାଟ ମଧ୍ୟ ତାଙ୍କ ଆୱାର୍ଡ ଫେରାଇ ଦେଇଛନ୍ତି।ଭିନେଶ ତାଙ୍କର ଆୱାର୍ଡ ଫେରାଇବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ଯାଉଥିଲେ ସେତେବେଳେ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri