Tag Archives: Vinesh Phogat

ଭାଜପା ଗଡ଼ରେ ବାଜି ମାରିନେଲେ ଭିନେଶ, ୧୯ ବର୍ଷ ପରେ ଜିତିଲା କଂଗ୍ରେସ

ଚଣ୍ଡିଗଡ଼,୮।୧୦: ହରିୟାଣା ୨୦୨୪ ବିଧାନସଭା ନିର୍ବାଚନର ମତଗଣନା ମଙ୍ଗଳବାର କରାଯାଉଛି। ରାଜ୍ୟର ଜିନ୍ଦ ଜିଲାର ହଟ୍‌ ସିଟ୍‌ ମଧ୍ୟରେ ରହିଥିବା ଜୁଲାନା ଆସନରୁ କଂଗ୍ରେସ ଟିକେଟରେ ଲଢ଼ୁଥିବା ବିବାଦୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍‌ ବିଜୟୀ ହୋଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡରେ...

ଭିନେଶଙ୍କ ବିପକ୍ଷରେ ଲଢ଼ିବେ ଏହି WWE ମହିଳା ରେସ୍‌ଲର

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୧ା୯: ରେସ୍‌ଲର ଭିନେଶ ଫୋଗଟ ରାଜନୀତି ମଇଦାନକୁ ଓହ୍ଲାଇ ଜୁଲାନାରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଜିନ୍ଦ ଜିଲାର ଏହି ନିର୍ବାଚନମଣ୍ଡଳୀ ଚର୍ଚ୍ଚାକୁ ଆସିଛି। ଭାଜପା ମଙ୍ଗଳବାର ଏହି ଆସନରେ କ୍ୟାପଟେନ୍‌ ଯୋଗେଶ ବୈରାଗୀଙ୍କୁ ଟିକେଟ ଦେଇଥିବା ବେଳେ ଆମ୍‌...

ପ୍ରଥମ ଭାଷଣରେ ରାହୁଲଙ୍କୁ ନେଇ ଭିନେଶ ଫୋଗଟ କହିଲେ ଏମିତି…

ଚଣ୍ଡୀଗଡ଼,୯ା୯: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ବିଗୁଲ୍‌ ବାଜି ସାରିଛି। ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସ ଜୁଲାନା ଆସନରୁ ମହିଳା ରେସ୍‌ଲର ଭିନେଶ ଫୋଗଟଙ୍କୁ ପ୍ରାର୍ଥୀ କରିବା ନିଷ୍ପତ୍ତି ନେଇଛି। ଭିନେଶ ମଧ୍ୟ ତାଙ୍କ ଅଭିଯାନ ଆରମ୍ଭ...

ଭିନେଶଙ୍କୁ ନେଇ ଆସିଲା ବଡ଼ ଖବର, ରେଳବାଇ କହିଲା ଖେଳାଳିଙ୍କୁ…

ନୂଆଦିଲ୍ଲୀ,୮ା୯: କଂଗ୍ରେସରେ ଯୋଗଦେବା ପୂର୍ବରୁ ମହିଳା ରେସଲର ଭିନେଶ ଫୋଗଟ ରେଳବାଇରୁ ଇସ୍ତଫା ଦେଇଥିଲେ। ଏବେ ଉତ୍ତର ରେଳ ବିଭାଗ ଭିନେଶ ଏବଂ ବଜରଙ୍ଗ ପୁନିଆଙ୍କ ଇସ୍ତଫା ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ରେଳବାଇ ସୂତ୍ରରୁ ଜଣାପଡିଛି ଯେ, ଉଭୟ...

କଂଗ୍ରେସ ଟିକେଟରୁ ହରିୟାଣା ବିଧାନସଭା ନିର୍ବାଚନରେ ଏଣ୍ଟ୍ରି କରିବେ ଭିନେଶ! ରାହୁଲଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ମହଲ ଗରମ ରହିଛି । ଏହି ସମୟରେ କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। ଉଭୟ କୁସ୍ତିଯୋଦ୍ଧା ନିର୍ବାଚନ ପ୍ରାର୍ଥୀ...

ଭିନେଶ ଭାରତ ଫେରିବା ପରେ ସ୍ବାମୀ କହିଲେ ଆମେ ଆଉ…

ଚଣ୍ଡିଗଡ଼,୧୮ା୮: ଷ୍ଟାର୍‌ ରେସଲର ଭିନେଶ ଫୋଗଟ ଶନିବାର ପ୍ୟାରିସ୍‌ରୁ ଭାରତ ଫେରିଛନ୍ତି। ଏନେଇ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ଅଲିମ୍ପିକ୍ସରେ ପଦକ ଜିତିଥିବା ରେସଲର ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ମଧ୍ୟ ଭିନେଶଙ୍କୁ ସ୍ବାଗତ କରିବା ପାଇଁ...

ସନ୍ୟାସରୁ ୟୁଟର୍ନ ନେଲେ ଭିନେଶ ଫୋଗଟ! ୩ ପୃଷ୍ଠାର ଚିଠି ଶେୟାର କରି କହିଦେଲେ ଏମିତି…

ନୂଆଦିଲ୍ଲୀ,୧୭।୮: ପ୍ୟାରିସ ଅଲିମ୍ପିକ୍ସରେ ପଦକ ହରାଇଥିବା ଭିନେଶ ଫୋଗଟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ଭାରତୀୟ କୁସ୍ତିଯୋଦ୍ଧା ୩ ପୃଷ୍ଠାର ଚିଠି ଶେୟାର କରି ନିଜର ମତ ରଖିଛନ୍ତି। ଫୋଗଟ କହିଛନ୍ତି ଯେ ପ୍ୟାରିସ...

ଭିନେଶ ଫୋଗାଟଙ୍କୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ, କହିଲେ ରଚିଛ ଇତିହାସ

ନୂଆଦିଲ୍ଲୀ, ୧୬।୦୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାଗ ନେଇଥିବା ୧୧୭ ଭାରତୀୟ ଆଥଲେଟ୍‌ ଦଳ ସ଼୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ଆୟୋଜିତ ଅଲିମ୍ପିକ୍ସରେ ଏକ ବଡ଼ ବିବାଦ ସାମ୍ନାକୁ ଆସିଥିଲା । ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ...

ଭିନେଶ ଫୋଗଟଙ୍କୁ ମିଳିବନି ରୌପ୍ୟ ପଦକ, ଆବେଦନ ଖାରଜ

ନୂଆଦିଲ୍ଲୀ, ୧୪।୦୮: ମଉଳି ଯାଇଛି ଭିନେଶ ଫୋଗାଟଙ୍କ ସ୍ବପ୍ନ। ଶେଷ ଆଶା ମଧ୍ୟ ବ୍ୟର୍ଥ ଯାଇଛି। ରୌପ୍ୟ ପଦକ ଦାବିରେ କୋର୍ଟ ଅଫ ଆଵିଟ୍ରେସନ ଫ୍ର ସ୍ପୋର୍ଟ୍ସ(ସିଏଏସ)ରେ ଭିନେଶଙ୍କ ଆବେଦନ ଖାରଜ ହୋଇଯାଇଛି।ଭିନେଶଙ୍କ ଆବେଦନର ବିଚାର ପୂର୍ବରୁ ହୋଇସାରିଥିବା ବେଳେ...

ହଟିବ ସସ୍‌ପେନ୍ସ, ଭିନେଶଙ୍କୁ ପଦକ ମିଳିବା ନେଇ ଆଜି ରାତିରେ ହିଁ ଆସିବ ବଡ଼ ରାୟ

ନୂଆଦିଲ୍ଲୀ,୧୦ା୮: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବ କି ନାହିଁ ସେ ନେଇ ଆଜି ଅର୍ଥାତ୍‌ ରବିବାର ରାତିରେ ତାହାର ରାୟ ଆସିବ। ୫୦ କେଜି ରେସଲିଂ ଓଜନ ବର୍ଗରେ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ...

ପ୍ୟାରିସ ଅଲିମ୍ପିକ୍ସରେ ପଦକ ପାଇବେ କି ନାହିଁ ଭିନେଶ; ଆଜି ଆସିପାରେ ନିଷ୍ପତ୍ତି, କେସ ଲଢ଼ୁଛନ୍ତି ପ୍ରଖ୍ୟାତ ଓକିଲ

ପ୍ୟାରିସ, ୯।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ତାରକା ମହିଳା ରେସଲର ଭିନେଶ ଫୋଗାଟଙ୍କ ଆବେଦନ ଶୁକ୍ରବାର ଶୁଣାଣି ହେବ। ତାଙ୍କର ଅଯୋଗ୍ୟତା ବିରୋଧରେ ସେ CAS (କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ) ରେ ଏକ ଆବେଦନ କରିଥିଲେ, ଯାହା...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍‌, ଭିନେଶ ଫୋଗାଟଙ୍କୁ ରାଜ୍ୟସଭା ପଠାଇଥାନ୍ତୁ, ହେଲେ..

ନୂଆଦିଲ୍ଲୀ, ୦୮।୦୮: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା ଭିନେଶ ଫୋଗାଟଙ୍କୁ ନେଇ ବଡ଼ କଥା କହିଛନ୍ତି । ଯଦି ଆମ ପାଖରେ ବିଧାୟକ ସଂଖ୍ୟା ଅଧିକ ଥାନ୍ତା ଆମେ ମହିଳା କୁସ୍ତିଯୋଦ୍ଧା ଭିନେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri