୨୮ ଛକା, ୨୦୪ ରନ୍ର ଝଡ଼; UAEକୁ ଧୂଳି ଚଟାଇଲେ ବୈଭବ: ସେମିଫାଇନାଲରେ ଭାରତ କଲା ଏଣ୍ଟ୍ରି
ନୂଆଦିଲ୍ଲୀ, ୨୪।୧୧: ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ରେ ରନର ଝଡ଼। ମାତ୍ର ୫୩ଟି ବଲରେ ୭ଟି ଚୌକା ଓ ୨୮ଟି ଛକା ସହାୟତାରେ ୨୦୪ ରନର ଧୂଆଁଧାର ଇନିଂସ ଖେଳି ଇଣ୍ଡିଆ-Aକୁ ବିଜୟୀ କରାଇଛନ୍ତି ସେ। UAE ବିପକ୍ଷ ଏହି ମ୍ୟାଚରେ ଭାରତ…

