Tag Archives: Uttar Pradesh

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ ଖେଳାଯାଉଛି। ଏହି ସିଜିନର ୬୮ତମ ମ୍ୟାଚ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଲକ୍ଷ୍ନୌ ସୁପର…

ଉତ୍ତରପ୍ରଦେଶର ୬ ଯୁବକଙ୍କୁ ବାନ୍ଧିଲା ପୋଲିସ, ବୁଲିବୁଲି ବିକ୍ରି କରୁଥିଲେ…

ଭଞ୍ଜନଗର,୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ସୋମବାର ଉତ୍ତରପ୍ରଦେଶର ୬ ଜଣ ଯୁବକଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଗ୍ରାମରେ ବୁଲିବୁଲି କିଛି ନାମୀଦାମୀ କମ୍ପାନୀର ଜିନିଷକୁ କମ୍‌…

ଉତ୍ତର ପ୍ରଦେଶ ସହ ଖାମେନେଇଙ୍କର ଥିଲା ଗଭୀର ସମ୍ପର୍କ! ମୃତ୍ୟୁ ପରେ ମର୍ମାହତ ବାରବାଙ୍କିର ଏହି ଗାଁ

ଲକ୍ଷ୍ନୌ/ତେହରାନ,୧।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲୀ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଖବର ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ତୀବ୍ର ସଂଘର୍ଷ ଏବେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ…

ସ୍ତ୍ରୀଙ୍କୁ ଲୁଚାଇ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ ଦୁଇ ସନ୍ତାନର ବାପା; ୨ ବର୍ଷ ପରେ ସାମ୍ନାକୁ ଆସିଲା ସତ, ତା’ ପରେ…

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ (ଜେଣ୍ଡର ଚେଞ୍ଜ) କରାଇ ମହିଳା ହୋଇଯାଇଛନ୍ତି। ବିବାହର ୭ ବର୍ଷ ପରେ ଯେତେବେଳେ ପତ୍ନୀଙ୍କୁ…

ଉତ୍ତର ପ୍ରଦେଶରେ ୪ ବର୍ଷର ନାବାଳିକାକୁ ବଳାତ୍କାର: ସ୍କୁଲ ଭ୍ୟାନ ଡ୍ରାଇଭର ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ଘୃଣ୍ୟ ଅପରାଧ ସାମ୍ନାକୁ ଆସିଛି। ଏକ ବେସରକାରୀ ସ୍କୁଲର ଭ୍ୟାନ ଡ୍ରାଇଭର ୪ ବର୍ଷର ନାବାଳିକାକୁ ବଳାତ୍କାର କରିଥିବା ଜଣାପଡିଛି। ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଡ୍ରାଇଭର ଆରିଫ (୨୫)ଙ୍କୁ ଗିରଫ କରାଯାଇଛି।…

ବୟଫ୍ରେଣ୍ଡଙ୍କ ଆଗରେ ଯୁବତୀଙ୍କୁ ଗଣବଳାତ୍କାର: ଭିଡିଓ ଭାଇରାଲ ହେବାପରେ ଘଟିଲା…

ଲକ୍ଷ୍ନୌ,୧୫।୫: ଉତ୍ତର ପ୍ରଦେଶର ବିଜନୌର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜିଲାର କିରତପୁର ଥାନା ଅଞ୍ଚଳର ଏକ ଗାଁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ ବର୍ଷୀୟା ଯୁବତୀ ସେହି ଗାଁର ୬…

ଉତ୍ତରପ୍ରଦେଶରେ ଆଇନର ଶାସନ ଭୁଶୁଡ଼ିପଡ଼ିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୪: ଉତ୍ତରପ୍ରଦେଶରେ ଆଇନର ଶାସନ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା, ଜଷ୍ଟିସ୍‌ ସଞ୍ଜୟ କୁମାର ଏବଂ କେ.ଭି. ବିଶ୍ୱନାଥନ୍‌ଙ୍କ ଖଣ୍ଡପୀଠ ରାଜ୍ୟ ପୋଲିସ ଦାଏର କରିଥିବା ଦଓ୍ବୋନୀ ମାମଲାଗୁଡ଼ିକର ଏତଲା…

Video: ହୋଲିରେ ରଙ୍ଗ ଲଗାଇବାକୁ ଡାକି ପୁରୁଣା ପ୍ରେମିକକୁ ହତ୍ୟା କେଲେ ପ୍ରେମିକା

ନୂଆଦିଲ୍ଲୀ,୧୯।୩: ହୋଲିରେ ପ୍ରେମିକଙ୍କୁ ରଙ୍ଗ ଲଗାଇବାକୁ ଡାକି ହତ୍ୟା କଲା ପ୍ରେମିକା। ନୂଆ ପ୍ରେମିକ ସହିତ ମିଶି ପୁରୁଣା ପ୍ରେମକୁ ଦେଲା କବର। ରାତି ଅଧରେ ପୁରୁଣା ପ୍ରେମିକ ଛାତିରେ ଗୁଳି ଦାଗି ଦେଲା ନୂଆ ପ୍ରେମିକ। ଏଭଳି ଏକ ଚାଞ୍ଚଲ୍ୟକର…

ମହାକୁମ୍ଭ ଦଳାଚକଟାରେ ୧୦ରୁ ଅଧିକ ମୃତ, ଯୋଗୀଙ୍କ ମନ୍ତ୍ରୀ କହିଲେ-‘ଛୋଟ ମୋଟ ଘଟଣା…’

ନୂଆଦିଲ୍ଲୀ, ୨୯।୧: ମହାକୁମ୍ଭ ସଂଘମ କ୍ଷେତ୍ରରେ ବୁଧବାର ଦଳାଚକଟା ଘଟି ୧୦ ରୁ ଅଧିକ ଲୋକେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପବିତ୍ର ମୌନି ଅମାବାସ୍ୟା ଅବସରରେ ଏହାପରି ଲୋକେ ବୁଡ଼ ପକାଇବାକୁ ସ୍ଥାନ ଖୋଜୁଥିବା ସମୟରେ ଏହି…

ଉତ୍ତରପ୍ରଦେଶରୁ ଆସିଲା ଆଳୁ: କେଜି ୩୦ ଟଙ୍କାରେ କିଣିଲେ ଖାଉଟି

ଭୁବନେଶ୍ୱର,୯।୧୨: ରାଜ୍ୟରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ନିମନ୍ତେ ସରକାର ପଡକ୍ଲଃଏପି ନେଇଛନ୍ତି। ରାଜ୍ୟ ସରକାର ନା୍ଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେଉଛନ୍ତି । ଖାଉଟି…

ୟୁପି ପୋଲିସର ବୋଲ୍‌ବମ୍‌ ଯାତ୍ରା ନିର୍ଦ୍ଦେଶକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୭: ବୋଲ୍‌ବମ୍‌ ଯାତ୍ରୀମାନଙ୍କ ସୁବିଧା ପାଇଁ ଯାତ୍ରା ମାର୍ଗରେ ଥିବା ମୁଜାଫରନଗରର ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ମାଲିକଙ୍କ ନାଁ ସାଇନ୍‌ବୋର୍ଡରେ ଉଲ୍ଲେଖ କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ନିର୍ଦ୍ଦେଶ ଦେଇଥିଲା। ପୋଲିସର ଏଭଳି ନିର୍ଦ୍ଦେଶକୁ ବିଭିନ୍ନ…

ୟୁପିରେ ବାବୁଙ୍କୁ ସୋସିଆଲ ମିଡିଆ ମନା: ନିର୍ବାଚନରେ ଭାଜପାର ପରାଜୟକୁ ନେଇ ଯୋଗୀ ସରକାର କ୍ଷୁବ୍ଧ

ଲକ୍ଷ୍ନୌ,୨୪ା୬: ଭାଜପା ଶାସିତ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପୂର୍ବରୁ ଛାପା ଗଣମାଧ୍ୟମ ଓ ରେଡିଓ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନଙ୍କ ଯୋଗଦାନ ଉପରେ ରୋକ ଲଗାଇଥିଲେ। ଏବେ ଏହି କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ଯାଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?