Tag Archives: utkarsh odisha

ବ୍ୟବସାୟ ବିକାଶ ବୃଦ୍ଧି କରିବା ପାଇଁ ସହର ଯୋଜନା ନିୟମ ସଂଶୋଧନ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୧୨।୩: ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ(ବ୍ୟବସାୟ କରିବାର ସହଜତା)କୁ ବୃଦ୍ଧି କରିବା ପାଇଁ, ଓଡ଼ିଶା ସରକାର ଓଡ଼ିଶା ସହର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ (ଯୋଜନା ଏବଂ ନିର୍ମାଣ ମାନକ) ନିୟମ, ୨୦୨୧ ଏବଂ ଓଡ଼ିଶା ବିକାଶ କର୍ତ୍ତୃପକ୍ଷ (ଯୋଜନା ଏବଂ…

ଓଡ଼ିଶାର ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଆଗ୍ରହୀ ବହୁରାଷ୍ଟ୍ରୀୟ କମ୍ପାନୀ ଏଚଆଇଏଫ

ଭୁବନେଶ୍ୱର, ୧୧।୨: ଉତ୍କର୍ଷ ଓଡ଼ିଶା କନକ୍ଲେଭ ପରେ ମଧ୍ୟ ଓଡ଼ିଶାକୁ ନିବେଶର ସୁଅ ଛୁଟି ଚାଲିଛି। ଚିଲିର ଏଚଆଇଏଫ ଗ୍ଲୋବାଲ ଇଣ୍ଡିଆ ନାମକ ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାର ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ମଙ୍ଗଳବାର ଲୋକସେବା…

ଓଡିଶାରେ ଫାର୍ମା, ବାୟୋଟେକ୍ନୋଲୋଜି କ୍ଷେତ୍ରରେ ୪୩୪୯ କୋଟି ଟଙ୍କା ନିବେଶ ପ୍ରସ୍ତାବ

ଭୁବନେଶ୍ୱର, ୨୯।୧: ଉତ୍କର୍ଷ ଓଡିଶା: ମେକ୍ ଇନ୍ ଓଡିଶା କନକ୍ଳେଭ ୨୦୨୫ରେ ଦେଶର ୯ ଟି ଅଗ୍ରଣୀ କମ୍ପାନୀ ଓଡିଶାରେ ପ୍ରାୟ ୪୩୪୯ କୋଟି ଟଙ୍କା ନିବେଶ କରିବା ପାଇଁ ମନ ବଳେଇଛନ୍ତି। ଏହା ଓଡ଼ିଶାର ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା, ଫାର୍ମାସ୍ୟୁଟିକାଲ୍ ଏବଂ…

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୩୦ MOU

ଭୁବନେଶ୍ୱର, ୨୯।୧: ବୁଧବାର ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ତଥା ଶେଷ ଦିନ। ଏହି ଦୁଇଦିନବ୍ୟାପି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କୁ ଅଦ୍ଭୂତପୂର୍ବ ସଫଳତା ମିଳିଛି। ଦୁଇ ଦିନରେ ବିଭିନ୍ନ କମ୍ପାନୀ ମାନଙ୍କ ସହିତ ସରକାର ୧୩୦ ଟି ବୁଝାମଣା ପତ୍ର(MOU) ସ୍ଵାକ୍ଷର କରିଛନ୍ତି।…

ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦେବେ ଦେଶର ସମସ୍ତ କୋଟିପତି, ଜାଣନ୍ତୁ କେଉଁମାନେ ଆସିବେ

ଭୁବନେଶ୍ୱର,୨୭।୧: ଶିଳ୍ପ ବିଭାଗ ପକ୍ଷରୁ ପ୍ରକାଶିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୮ (ମଙ୍ଗଳବାର) ଜନତା ମଇଦାନରେ ନିବେଶକ ସମ୍ମିଳନୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ୨ ଦୁଇଦିନ ଧରି ଚାଲିବ। ଏହି କନ୍‌କ୍ଲେଭରେ…

ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର, ୨୧ା୧: ଚାଳିତମାସରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟା ୩୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ବାହାରି ୧୦ଟା ୫୫…

ପ୍ରଥମ ଦେଶ ଭାବେ ସିଙ୍ଗାପୁର ହେବ ଓଡ଼ିଶାର ପାର୍ଟନର, ଜାନୁଆରୀରେ ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧୨: ଆସନ୍ତା ବର୍ଷ ଜାନୁଆରୀ ୨୮ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫’ ପାଇଁ ପ୍ରଥମ ଭାବେ ପାର୍ଟନର ହେବ ସିଙ୍ଗାପୁର। ସିଙ୍ଗାପୁରର ହାଇ କମିଶନର, ସାଇମନ୍ ୱଙ୍ଗ…

ଆସିପାରେ ୫ ଲକ୍ଷ କୋଟି ଟଙ୍କାର ନିବେଶ, ମନ୍ତ୍ରୀଙ୍କ ଦୃଢୋକ୍ତି

ଭୁବନେଶ୍ୱର,୨୧।୧୧: ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ସଚିବ ମନୋଜ ଅହୁଜାଙ୍କ ସହ ଗୁରୁବାର ସିଙ୍ଗାପୁର ଗସ୍ତ ସାରି ଓଡ଼ିଶା ଫେରିଛନ୍ତି। ଏହି ସମୟରେ ଖବରଦାତାଙ୍କ ସହ କଥାବାର୍ତ୍ତା କରି ମନ୍ତ୍ରୀ ସ୍ୱାଇଁ ଯେ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?