ପୂରଣ ହେଲା ସ୍ବପ୍ନ, UPSC ପରୀକ୍ଷାରେ ବାଜି ମାରିଲେ ଭାଜପା ନେତାଙ୍କ ପୁଅ
ନୂଆଦିଲ୍ଲୀ,୬।୩: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସେସ ପରୀକ୍ଷା ୨୦୨୫ ପାଇଁ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିଛି। ହରିୟାଣାର ଜଣେ ଭାଜପା ନେତାଙ୍କ ପୁଅ ଏକାଂଶ ଧୂଲ ଦେଶରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଭାଜପା…
ୟୁପିଏସ୍ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ
ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍ ସର୍ଭିସେସ୍ ଏକ୍ଜାମିନେଶନ୍ (ସିଏସ୍ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ ମୋଟ ୯୩୩ ଖାଲି ପଦବୀ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଥିବାବେଳେ ଉଚ୍ଚ…
ମୋଦିଙ୍କ ସହ କିଏ ସେହି ମହିଳା IAS ଯାହାଙ୍କୁ ନେଇ ହେଉଛି ଖୁବ ଆଲୋଚନା
ନୂଆଦିଲ୍ଲୀ,୨୬।୯: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶର ପାପୁମପାରେ ଜିଲାରେ ଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଲୋକପ୍ରିୟ IAS ଅଧିକାରୀ ବିଶାଖା ଯାଦବ ସ୍ବାଗତ କରିଥିଲେ। ଏହି ଅଭିବାଦନର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। IAS…
UPSC Ravi Raj Story: ମା’କରୁଥିଲେ ନୋଟ୍ସ-ପୁଅଙ୍କୁ ପଢ଼ି ଶୁଣାଉଥିଲେ; UPSC ପରୀକ୍ଷାରେ ବାଜି ମାରି IAS ହେଲେ ଦୃଷ୍ଟିହୀନ ରବି ରାଜ
ନୂଆଦିଲ୍ଲୀ,୨୯।୪: UPSC ସିଭିଲ ସର୍ଭିସେସ ପରୀକ୍ଷା ୨୦୨୪ର ଚୂଡ଼ାନ୍ତ ଫଳାଫଳ ଏପ୍ରିଲ ୨୨ରେ ଘୋଷଣା କରାଯାଇଥିଲା। ଏଥିରେ ମୋଟ ୧୦୦୯ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ନୱାଡା ଜିଲାର ବାସିନ୍ଦା ୨୪ ବର୍ଷୀୟ ରବି…
ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ, ଜାଣନ୍ତୁ କେମିତି କରିବେ ଆବେଦନ
ଭୁବନେଶ୍ୱର,୧୬।୪;ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଗତକାଲିଠୁ ସାମ୍ସ…
କେବଳ IAS-IPS ନୁହେଁ, UPSC ପରୀକ୍ଷା ପାସ୍ ପରେ ଏହି ବିଭାଗରେ ବି ହୋଇପାରିବେ ଅଧିକାରୀ
ନୂଆଦିଲ୍ଲୀ,୨୪ା୨: ୟୁନିଅନ ପବ୍ଲିକ ସର୍ଭିସ କମିଶନ ବିଭିନ୍ନ ପ୍ରତିଷ୍ଠିତ ସରକାରୀ ସେବା ଏବଂ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ପରିଚାଳନା କରେ। ପ୍ରତିବର୍ଷ ଲକ୍ଷଲକ୍ଷ ଯୁବତୀ ଯୁବକ UPSC ପରୀକ୍ଷା ଦିଅନ୍ତି। UPSC ମାଧ୍ୟମରେ ଉପଲବ୍ଧ ସରକାରୀ ଚାକିରିଗୁଡ଼ିକ ମୁଖ୍ୟତଃ ସିଭିଲ…
ୟୁପିଏସ୍ସିରେ ହେବ ବଡ଼ ପରିବର୍ତ୍ତନ, ଆଉ ହେବନି ସିଧା ଭର୍ତ୍ତି
ନୂଆଦିଲ୍ଲୀ, ୨୦।୦୮: ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ ବା ୟୁପିଏସ୍ସି ଅଧିନରେ ହେଉଥିବା ଲାଟେରାଲ୍ ଏଣ୍ଟ୍ରି ଭର୍ତ୍ତି ପ୍ରକ୍ରିୟା ସମାପ୍ତ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁପିଏସ୍ସିକୁ ଚିଠି ଲେଖାଯାଇଛି । ଲାଟେରାଲ୍ ଏଣ୍ଟ୍ରିକୁ ନେଇ ଲଗାତାର…
ଆଇଏଏସ୍ ଅଧିକାରୀ ରହିବେ ନାହିଁ ପୂଜା ଖେଡ୍କର, ପରୀକ୍ଷା ଦେବାରେ ବି ଲାଗିବ ରୋକ୍
ନୂଆଦିଲ୍ଲୀ,୩୧ା୭: ବିବାଦ ଘେରରେ ରହିଥିବା ଆଇଏଏସ୍ ପୂଜା ଖେଡ୍କରଙ୍କ ବିରୋଧରେ ୟୁପିଏସ୍ସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସେ ଆଉ ଆଇଏଏସ୍ ରହିବେ ନାହିଁ। ୟୁପିଏସ୍ସି ପୂଜାଙ୍କୁ ଭବିଷ୍ୟତରେ କୌଣସି ପରୀକ୍ଷା କିମ୍ବା ଚୟନରେ ହାଜର ହେବାରେ ବି ରୋକ୍…
ହଠାତ୍ ମାଡ଼ି ଆସିଲା ପାଣି, ୩ ୟୁପିଏସ୍ସି ଆଶାୟୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୨୮।୦୭: ରାଜଧାନୀ ଦିଲ୍ଲୀର ଏକ କୋଚିଂ ସେଣ୍ଟର ଭିତରକୁ ହଠାତ୍ ନାଳ ପାଣି ମାଡ଼ି ଆସିବାରୁ ଏଥିରେ ୩ ଜଣ ୟୁପିଏସ୍ସି ଆଶାୟୀଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ୪ ଘଣ୍ଟା ଧରି ପାଣିରେ ଫସି ରହିବା ପରେ ସେମାନଙ୍କର…
ବଢ଼ିଲା ପୂଜାଙ୍କ ଅଡ଼ୁଆ, ଏଫ୍ଆଇଆର୍ ଦାଏର କଲା ୟୁପିଏସ୍ସି
ନୂଆଦିଲ୍ଲୀ, ୧୯।୭: ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ବିବାଦରେ ପଡ଼ିବା ପରେ ଲୋକ ସେବା ଆୟୋଗ ବା ୟୁପିଏସ୍ସି ପୂଜାଙ୍କ ବିରୋଧରେ ଏଫ୍ଆଇର ଦାଏର କରିଛି । ଏହା ସହିତ ସିଭିଲ…
ମାଗଣା ୟୁ.ପି.ଏସ୍.ସି. ସିଭିଲ୍ ସର୍ଭିସ କୋଚିଂ ପ୍ରଦାନ କରିବେ ରାଜ୍ୟ ସରକାର, ଆବେଦନ ଆରମ୍ଭ
ଭୁବନେଶ୍ୱର,୨।୩: ରାଜ୍ୟ ସରକାର ୨୦୨୪-୨୫ ଶିକ୍ଷାବର୍ଷରେ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁ.ପି.ଏସ୍.ସି. ସିଭିଲ୍ ସର୍ଭିସ କୋଚିଂ ପ୍ରଦାନ କରିବେ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାରଠାରୁ ପ୍ରବେଶିକା ପରୀକ୍ଷା ପାଇଁ ଅନ୍ଲାଇନ୍ରେ ଦରଖାସ୍ତ ଆବେଦନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଏପ୍ରିଲ…
ସିଭିଲ ସର୍ଭିସ ପରୀକ୍ଷା ୨୦୨୪ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆବେଦନ ଆରମ୍ଭ
ନୂଆଦିଲ୍ଲୀ,୧୪।୨: ସିଭିଲ ସର୍ଭିସ ପରୀକ୍ଷା ୨୦୨୪ ପାଇଁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ମଙ୍ଗଳବାର ବିଜ୍ଞପ୍ତି ଜାରି କରି ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯୋଗ୍ୟ ଆଶାୟୀମାନେ ୟୁପିଏସସି ଅଫିସିଆଲ୍ ୱେବସାଇଟ୍ https://upsc.gov.in/ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଆବେଦନପତ୍ର ଦାଖଲ…
Archives


