UPI ଏବଂ BHIMରେ କ’ଣ ତଫାତ ,ଟ୍ରାନ୍ଜାକ୍ସନ ଲିମିଟ୍ କେତେ? ଜାଣନ୍ତୁ ସବିଶେଷ…
ନୂଆଦିଲ୍ଲୀ,୨୩।୧: ଆଜିର ଡିଜିଟାଲ୍ ଯୁଗରେ ଭାରତରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ସ୍ମାର୍ଟଫୋନ୍ ମାଧ୍ୟମରେ UPI ଦ୍ୱାରା ଅନଲାଇନ୍ ପେମେଣ୍ଟ୍ କରୁଛନ୍ତି। କିନ୍ତୁ ଅନେକେ UPI ଏବଂ BHIM ମଧ୍ୟରେ ପାର୍ଥକ୍ୟ ବୁଝି ପାରୁନାହାନ୍ତି। ଯଦି ଆପଣଙ୍କର ମଧ୍ୟ ଏହି ଦୁଇଟି ମଧ୍ୟରେ…
‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…
ନୂଆଦିଲ୍ଲୀ, ୨୭।୧୨: ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ କିମ୍ବା ଅନଲାଇନ୍ ସପିଂ କରିବା ହେଉ — UPI ଏବେ ସବୁଠାରୁ ସହଜ ଓ…
UPI ଟ୍ରାଞ୍ଜାକ୍ସନରେ ରେକର୍ଡ: ଗୋଟିଏ ଦିନରେ ୭୫ କୋଟି ଟଙ୍କା କାରବାର, ଅକ୍ଟୋବରରେ ଅତିକ୍ରମ କଲା…
ନୂଆଦିଲ୍ଲୀ,୩।୧୧: ଭାରତରେ ଡିଜିଟାଲ୍ ଅର୍ଥନୀତିର ପରିମାଣ ବଢ଼ିବାରେ ଲାଗିଛି। ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ର ତଥ୍ୟ ଅନୁଯାୟୀ, ଗତ ଅକ୍ଟୋବର ୨୦୨୫ରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ସର୍ବକାଳୀନ ସର୍ବୋଚ୍ଚ ରେକର୍ଡ କାରବାର ହୋଇଛି। ଅକ୍ଟୋବରରେ…
UPIରେ ସବୁଠାରୁ ବଡ଼ ପରିବର୍ତ୍ତନ, ଏବେ ପେମେଣ୍ଟ କରିବା ପୂର୍ବରୁ…
ନୂଆଦିଲ୍ଲୀ,୭।୧୦: ଭାରତର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରିବାକୁ ଯାଉଛି। ଲକ୍ଷ ଲକ୍ଷ ଭାରତୀୟଙ୍କ ଦ୍ୱାରା ପ୍ରତିଦିନ ବ୍ୟବହୃତ ୟୁନିଫାଏଡ ପେମେଣ୍ଟ୍ସ ଇଣ୍ଟରଫେସ (UPI) ପେମେଣ୍ଟ କରିବାର ପଦ୍ଧତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ…
UPI ୟୁଜର୍ସଙ୍କୁ ବଡ଼ ଝଟ୍କା, ଆଜିଠୁୁ ବନ୍ଦ ହୋଇଯିବ…
ନୂଆଦିଲ୍ଲୀ,୧।୧୦: ସମସ୍ତେ ଜାଣନ୍ତି ଯେ UPI ପେମେଣ୍ଟ ଆମ ଜୀବନକୁ କେତେ ସହଜ କରିଛି। ଗୋଟିଏ କ୍ଲିକ ଦ୍ୱାରା ସେକେଣ୍ଡରେ ହଜାର ହଜାର ଟଙ୍କା କାରବାର କରାଯାଇପାରୁଛି। କିନ୍ତୁ ଏବେ ଏକ ବଡ଼ ଖବର ଆସିଛି। NPCI ବ୍ୟାଙ୍କ ଏବଂ ପେମେଣ୍ଟ…
LPG ସିଲିଣ୍ଡର-ରେଲଓ୍ବେ ଟିକେଟରୁ ପେନସନ ଯାଏ, ଅକ୍ଟୋବର ୧ରୁ ବଦଳିଯିବ ନିୟମ, ଲାଗିବ ବଡ଼ ଝଟ୍କା!
ନୂଆଦିଲ୍ଲୀ,୨୮।୯: ମାସ ଆରମ୍ଭରୁ ବଦଳିଯିବ ସବୁକିଛି, ଗ୍ରାହକଙ୍କ ପକେଟକୁ ଲାଗିବ ବଡ଼ ଝଟ୍କା! ପ୍ରତି ମାସର ପ୍ରଥମ ତାରିଖରେ କିଛି ନା କିଛି ପରିବର୍ତ୍ତନ ହୋଥାଏ। କେବେ କିଛି ମହଙ୍ଗା ହୋଇଯାଏ ତ କେବେ ଶସ୍ତା। ତେବେ ଆଉ ୨ଦିନ ପରେ…
ଏଣିକି ମୋବାଇଲରୁ ବି ଉଠାଇପାରିବେ ଟଙ୍କା! ଯିବାକୁ ପଡିବନି ଏଟିଏମ, ଜାଣନ୍ତୁ କେମିତି କରିବେ…
ନୂଆଦିଲ୍ଲୀ,୧୮।୯: ଏଣିକି ଟଙ୍କା ଉଠାଇବା ଆହୁରି ସହଜ ହେବାକୁ ଯାଉଛି। ଆପଣଙ୍କୁ ଆଉ ATM ଯିବାକୁ ପଡିବ ନାହିଁ। ଆପଣଙ୍କ ସ୍ମାର୍ଟଫୋନରେ UPI ଆପ ବ୍ୟବହାର କରି QR କୋଡ ସ୍କାନ କରି ଟଙ୍କା ଉଠାଇବା ସମ୍ଭବ ହେବ। ଏହି ନୂତନ…
UPI ଟ୍ରାଞ୍ଜାକ୍ସନ୍ ଲିମିଟ୍ ବୃଦ୍ଧି: ଜାଣନ୍ତୁ ୨୪ ଘଣ୍ଟା ଭିତରେ କେତେ ଟଙ୍କା କରିପାରିବେ ଟ୍ରାନ୍ସଫର୍
ନୂଆଦିଲ୍ଲୀ,୪।୯: ସାଧାରଣତଃ UPI ମାଧ୍ୟମରେ ଟଙ୍କା ପଠାଇବାର ସୀମା ୧ ଲକ୍ଷ ଟଙ୍କା ଥାଏ। କିନ୍ତୁ ଏବେ ସେପ୍ଟେମ୍ବର ୧୫, ୨୦୨୫ଠାରୁ, କିଛି କାରବାର ପାଇଁ ଏହି ସୀମାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। NPCI ଏହି ପରିବର୍ତ୍ତନ ଘୋଷଣା କରିଛି। ଏହା…
ଏବେ ବିଦେଶୀ ମାଟିରେ ଭାରତୀୟ ଉପଭୋକ୍ତାମାନେ କରିପାରିବେ UPI ବ୍ୟବହାର
ନୂଆଦିଲ୍ଲୀ,୨୩।୭: ଭାରତୀୟ ଉପଭୋକ୍ତାମାନଙ୍କ ପାଇଁ ଏକ ବଡ଼ ଖବର। ଏବେ ଭାରତୀୟମାନେ ବିଦେଶୀ ଭୂମିରେ ମଧ୍ୟ ନିଜର ପସନ୍ଦର ଡିଜିଟାଲ ପେମେଣ୍ଟ ସିଷ୍ଟମ୍ ଯୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ବ୍ୟବହାର କରି ପାରିବେ। ଗ୍ଲୋବାଲ ପେମେଣ୍ଟ ପ୍ଲାଟଫର୍ମ ପେପଲ୍ ସହିତ ଏକ…
ନୂଆ ରେକର୍ଡ କଲା UPI: ମେ ମାସରେ ୨୫.୧୪ ଲକ୍ଷ କୋଟି ଟଙ୍କାର କାରବାର
ନୂଆଦିଲ୍ଲୀ,୨ା୬: ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ, ମେ ମାସରେ ୟୁ ନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ମାଧ୍ୟମରେ ରେକର୍ଡ ୧,୮୬୮ କୋଟି କାରବାର ହୋଇଛି। ଏନପିସିଆଇ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ପରିଚାଳନା କରେ,…
୨ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ କଲେ ଲାଗିବ ଟ୍ୟାକ୍ସ? ସରକାର ଦେଲେ ବଡ଼ ସୂଚନା
ନୂଆଦିଲ୍ଲୀ,୧୯।୪: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ କିଛି ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଏବେ UPI ମାଧ୍ୟମରେ 2000 ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଟିକସ ଲାଗୁ ହେବ। ଏନେଇ ଅର୍ଥ ମନ୍ତ୍ରଣାଳୟ ମଧ୍ୟ…
UPI ଉପରେ ଲାଗିବନି GST, ଡିଜିଟାଲ ପେମେଣ୍ଟ ଉପରେ ଟିକସ ନାହିଁ ବୋଲି ସ୍ପଷ୍ଟ କଲା କେନ୍ଦ୍ର
ନୂଆଦିଲ୍ଲୀ,୧୮।୪: UPI ଉପରେ ଲାଗିବନି GST। କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲାଗୁ କରିବାକୁ ଯୋଜନା କରୁଥିବା ନେଇ ସୋସିଆଲ ମିଡିଆରେ ରିପୋର୍ଟ ପ୍ରକାଶ ପାଉଥିଲା। ଏହାକୁ ନେଇ ଭାରତୀୟ ଅର୍ଥ ମନ୍ତ୍ରଣାଳୟ…
Archives


