ବିମାନବନ୍ଦରରେ ମାତ୍ର ୩ ମିନିଟ ଲାଗି ରହିଥିଲେ Uber ଡ୍ରାଇଭର, କଟିଲା ୩ ଲକ୍ଷର ଚାଲାଣ; ପୂରା ଘଟଣା ଜାଣିଲେ… ଆଜିକାଲିର ସମୟରେ ଗାଡ଼ିମୋଟର ଚଳାଚଳ ବୃଦ୍ଧି ପାଉଥିବା ବେଳେ ପାର୍କିଂ ଏକ ବଡ଼ ସମସ୍ୟା ପାଲଟିଛି। ଏମିତିରେ ଅନେକେ ତରବର ହେଉଥିଲେ ‘ନୋ ପାର୍କିଂ’ ସ୍ଥାନରେ ଗାଡ଼ି ରଖିଦେଇଥାନ୍ତି। ଫଳରେ ମୋଟା ଅଙ୍କର ଚାଲାଣ ଦେବାକୁ ପଡ଼ିଥାଏ। ଠିକ୍ ଏଭଳି...