ସେମିଫାଇନାଲରେ ପ୍ରବେଶ ପାଇଁ ଭାରତର କରମର ସ୍ଥିତି
ଦୋହା, ୨୩ା୧୧: ଚଳିତ ଏସିଆ କପ୍ ରାଇଜିଂ ଷ୍ଟାର୍ସ ୫୦-ଓଭର କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିବ। ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତ ‘ଏ’କୁ ଏହି ମ୍ୟାଚ ଜିତିବାକୁ ହେବ। ଏଥିପାଇଁ ଶୃଙ୍ଖଳିତ ବୋଲିଂର…

