ସାମୁଦ୍ରିକ ଝଡ଼ ଏମ୍ପିଲ୍ର ପ୍ରଭାବ, ୬ ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ୍ ନୂଆଦିଲ୍ଲୀ, ୧୬।୦୮: ସାମୁଦ୍ରିକ ଝଡ଼ ଏମ୍ପିଲ୍ ପ୍ରଭାବ ଜାପାନ ଉପରେ ପଡ଼ିଛି । ଜାପାନର ମୁଖ୍ୟ ଦ଼୍ବିପ ଆଡ଼କୁ ଏହି ବତ୍ୟା ମାଡ଼ିଚାଲିଛି । ଫଳରେ ଜାପାନରେ ଗମାନା ଗମନ ପ୍ରଭାବିତ ହୋଇଛି । ପାଣିପାଗ ଖରାପ କାରଣରୁ ବିମାନ...