ଅନଶନ ଭାଙ୍ଗିବାର ଏହି ଦୁଇ ବଡ଼ ବିକଳ୍ପ କହିଲେ ସୋନମ ଓ୍ବାଙ୍ଗ୍ଚୁକ୍, ମୁଁ ଚାହୁଁଥିଲି… ନୂଆଦିଲ୍ଲୀ,୨୪ା୭: ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଆମରଣ ଅନଶନ ଜାରି ରଖିଥିବା ବିଶିଷ୍ଟ ପରିବେଶବିତ୍ ସୋନମ ଓ୍ବାଙ୍ଗ୍ଚୁକ୍ ଗୁରୁବାର ରାତିରେ ତାଙ୍କର ଅନଶନ ଭଙ୍ଗ କରିଛନ୍ତି। ତେବେ ଉକ୍ତ ରାତିରେ ମେଦାନ୍ତ ହସ୍ପିଟାଲରେ ଓ୍ବାଙ୍ଗଚୁକ୍ଙ୍କୁ ଜୁସ ପିଆଇ ତାଙ୍କର ଅନଶନ…