ଇରାନ ପରେ ଏବେ ଟ୍ରମ୍ପଙ୍କ ଟାର୍ଗେଟ୍ରେ ଏହି ଦେଶ, ଘୋଷଣା ପରେ ବିଶ୍ୱରେ ହଇଚଇ ଓ୍ବାଶିଂଟନ,୨ା୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ବୟାନ ଦେଇଛନ୍ତି ଯାହା ଅନ୍ତର୍ଜାତୀୟ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି। ଫ୍ଲୋରିଡାର ପାମ ବିଚ୍ରେ ଥିବା ଫୋରମ୍ କ୍ଲବ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଘୋଷଣା କରି କହିଛନ୍ତି, ଆମେରିକା…