୨୩ ଷ୍ଟାର୍ଟଅପ୍କୁ ରେଳ ମନ୍ତ୍ରଣାଳୟର ପ୍ରୋତ୍ସାହନ
ଭୁବନେଶ୍ୱର,୧୭।୭ (ଅନୁରାଧା ମହାରଣା): ଜାତୀୟ ପରିବହନକାରୀ ଭାରତୀୟ ରେଳପଥ ନବସୃଜନ (ଇନୋଭେଶନ) କ୍ଷେତ୍ରରେ ଷ୍ଟାର୍ଟଅପ୍ ଓ ଅନ୍ୟାନ୍ୟ ସଂସ୍ଥାର ସହଯୋଗ ପାଇବା ପାଇଁ ରେଳ ମନ୍ତ୍ରଣାଳୟ ‘ଷ୍ଟାର୍ଟଅପ୍ ଫର୍ ରେଲଓ୍ବେଜ୍’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ରେଳ ନେଟ୍ୱର୍କରେ କାର୍ଯ୍ୟକ୍ଷମତା ଏବଂ ନିରାପତ୍ତା…
ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା, ରାଜ୍ୟରେ ଗଡ଼ିବ ଏତିକି ଟ୍ରେନ୍
ପୁରୀ,୩ା୭: ପୁରୀ ରଥଯାତ୍ରା ପାଇଁ ରାଜ୍ୟରେ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍। ବିଶ୍ୱପ୍ରସିଦ୍ଧ ଏହି ରଥଯାତ୍ରା ପାଇଁ ୩୧୫ରୁ ଊର୍ଦ୍ଧ୍ୱ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟ ସହ ପଡ଼ୋଶୀ ରାଜ୍ୟରୁ ପୁରୀକୁ ଟ୍ରେନ୍ ଚଳାଚଳ କରିବା ପାଇଁ…
କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଘଟଣା: ୧୯ ଟ୍ରେନ୍ ବାତିଲ୍
କୋଲକାତା, ୧୭।୬: କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ପରେ ୧୯ ଟ୍ରେନକୁ ବାତିଲ କରାଯାଇଛି । ଦୁଇଟି ଟ୍ରେନ୍ର ୪ ବଗି ଏବଂ ୫ ୱାଗନ ଲାଇନ୍ଚ୍ୟୁତ ହୋଇ ଅନ୍ୟ ଟ୍ରାକ୍ ଉପରେ ପଡ଼ିରହିଛି । ତେଣୁ ଏହି ରୁଟ୍ ଦେଇ ଯିବାକୁ…
କୋଇଲା ଟ୍ରେନ୍ରେ ଲାଗିଲା ନିଆଁ
ସୋର,୮ା୬: ବାଲେଶ୍ୱର ଜିଲା ସୋର ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଯାଇଛି। ଟ୍ରେନ୍ର ଦୁଇଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ତାଳଚେରରୁ ଝାଡ଼ଖଣ୍ଡ ଯିବା…
ଗୋଟିଏ ପରିବାରର ୪ ଭଉଣୀ ଭାଇ ନିଖୋଜ, ପତ୍ତା ପାଉନି ପୋଲିସ୍
ମୁମ଼୍ବାଇ, ୩।୬: ମହାରଷ୍ଟ୍ରର ରାଜଧାନୀ ମୁମ଼୍ବାଇରୁ ଗୋଟିଏ ପରିବାରର ୪ ଜଣ ଭଉଣୀ ଭାଇ ନିଖୋଜ ହୋଇଯାଇଛନ୍ତି। ୪ ଭଉଣୀ ଭାଇ ଘର ଛାଡ଼ି ଟ୍ରେନ୍ରେ ମଧ୍ୟପ୍ରଦେଶର ଗ଼୍ବାଲିୟର ସହର ଯାଇଥିଲେ। ସେଠାରେ ଟ୍ରେନ୍ରୁ ଓହ୍ଲାଇବା ପରେ ନିଖୋଜ ହୋଇଯାଇଥିଲେ। ଏନେଇ…
ସିମ୍ଲାରେ ଅଟକିଲା ଟ୍ରେନ୍
ସିମ୍ଲା,୩୧ା୫: ହିମାଚଳ ପ୍ରଦେଶର ଜଙ୍ଗଲରେ ନିଆଁ ଲାଗି ଲକ୍ଷଲକ୍ଷ ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ଶିମଲା, ମଣ୍ଡି, ବିଳାସପୁର ଏବଂ ସୋଲାନ ଜିଲାରେ ସବୁଜ ବନାନୀ ଲଗାତର ଜଳୁଛି। ବନ ବିଭାଗ କେତେକ ଅଞ୍ଚଳରେ ନିଆଁ ଲିଭାଇବାରେ ନିୟୋଜିତ ଅଛି, କିନ୍ତୁ…
୬ ଟ୍ରେନ୍ ବାତିଲ, ଜାଣନ୍ତୁ କେଉଁ ଟ୍ରେନ୍ ହୋଇଛି ବାତିଲ
କୋଲକାତା,୨୬ା୫: ବାତ୍ୟା ‘ରେମାଲ’ ପାଇଁ ୬ଟି ଟ୍ରେନ୍ ବାତିଲ ହୋଇଛି। ରବିବାର ଓ ସୋମବାର ପାଇଁ ଏହି ଟ୍ରେନ୍କୁ ବାତିଲ କରିଛି ଦକ୍ଷିଣ ପୂର୍ବ ରେଳତଟ। ହାଓ୍ବଡା-ଦୀଘା-ହାଓ୍ବଡା ଏକ୍ସପ୍ରେସ୍ ରବିବାର ପାଇଁ ବାତିଲ ହୋଇଥିବା ବେଳେ କାଲି ପାଇଁ ଦୀଘା-ପଂଶକୁରା ଇଏମ୍ୟୁ,…
ଟ୍ରେନ୍ରେ କଟି ବୃଦ୍ଧଙ୍କ ଜୀବନ ଗଲା
କେସିଙ୍ଗା,୨୭ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମର ପାଳେଶ୍ୱର କୁମାର(୬୫)ଙ୍କ ଟ୍ରେନ୍ ଧକ୍କାରେ ବୁଧବାର ମୃତ୍ୟୁ ଘଟିଛି। ପାଳେଶ୍ୱର କୁମାରଙ୍କ ଝିଅ ନାତିର ମୁଣ୍ଡନ କରିବାକୁ ରାୟଗଡ଼ାର ମାଝି ଗୌରୀ ମନ୍ଦିରକୁ ଯାଇଥିଲେ। ବିଶାଖାପାଟଣା -ରାୟପୁର ଟ୍ରେନ୍ରେ କାଣ୍ଡେଲ…
କେନ୍ଦୁଝର ଦେଇ ଦିଲ୍ଲୀକୁ ଗଡ଼ିଲା ଟ୍ରେନ୍
କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷିତ ପୁରୀ-ଆନନ୍ଦବିହାର(ନୂଆଦିଲ୍ଲୀ) ଟ୍ରେନ୍ ଶନିବାରଠାରୁ କେନ୍ଦୁଝର ଦେଇ ଗଡ଼ିଛି। ଏହି ଟ୍ରେନ୍ କେନ୍ଦୁଝରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୯ଟା ୫୦ରେ କେନ୍ଦୁଝରଗଡ଼ ଷ୍ଟେଶନରେ ପହଞ୍ଚିଥିଲା। ଏହାକୁ ସ୍ବାଗତ କରିବା ପାଇଁ ବହୁ ଲୋକ ଷ୍ଟେଶନରେ ପହଞ୍ଚିଥିଲେ।…
ଟ୍ରେନ୍ ପହଞ୍ଚିବାରେ ବିଳମ୍ବ ନେଇ ବଢୁଛି ଅସନ୍ତୋଷ
କେନ୍ଦୁଝର,୩୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କିଛିଦିନ ହେଲା ଭୁବନେଶ୍ୱର-କେନ୍ଦୁଝର ମେମୁ ଟ୍ରେନ୍ ବିଳମ୍ବରେ କେନ୍ଦୁଝରରେ ପହଞ୍ଚୁଥିବାରୁ ଜନଅସନ୍ତୋଷ ବଢୁଛି। ଟ୍ରେନ୍ କେନ୍ଦୁଝର ଗଡ଼ ରେଳ ଷ୍ଟେଶନରେ ରାତି ୯.୪୦ ରେ ପହଞ୍ଚିବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଶୁକ୍ରବାର ରାତି ୧୨.୩୦ରେ ପହଞ୍ଚିଥିଲା।…
ଟ୍ରେନ୍ଲାଇନ୍ରେ କଟି ସିଗ୍ନାଲ୍ ଯନ୍ତ୍ରୀଙ୍କ ଜୀବନ ଗଲା
ନୂଆପଡ଼ା,୮ା୧୨: ନୂଆପଡ଼ା ରେଳଷ୍ଟେଶନର ସିଗ୍ନାଲ୍ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମରାମତି ପାଇଁ ସିଗ୍ନାଲ୍ ଯନ୍ତ୍ରୀ ଅନୁପ ରୟ(୨୮) ଗୁରୁବାର ରାତିରେ ଷ୍ଟେଶନରେ ପହଞ୍ଚିଥିଲେ। ମରାମତି କାର୍ଯ୍ୟ ସାରି ଲଖନା ଫେରୁଥିବା ବେଳେ ରେଳ ଲାଇନ୍ର ଗୋଡ଼ ଫସି ଯାଇଥିଲା। ଏହି ସମୟରେ…
Archives


