Tag Archives: tourists

ଖୋଲିବ ଶିମିଳିପାଳ, ସୁବିଧାରେ ବୁଲିପାରିବେ ପର୍ଯ୍ୟଟକ

ବାରିପଦା,୧୫ା୧୦: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଜୁଲାଇ ୧ରୁ ଶିମିଳିପାଳ ଉପରେ କଟକଣା ଲାଗୁ ହୋଇଥିଲା। ଏବେ କଟକଣା ହଟିବା ପରେ ସହଜ ଏବଂ ସୁବିଧାରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲି ଏହାର ମଜା ନେଇପାରିବେ। ଆସନ୍ତା ୧୮…

ଦାରିଙ୍ଗବାଡ଼ି-ବେଲଘରରେ ହେବ ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥା: ଗାଁ ଭିତରେ ହେବ ହୋମ୍‌ ଷ୍ଟେ

ଦାରିଙ୍ଗବାଡ଼ି,୨୦ା୭(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଏଥିପାଇଁ ନୂତନ ଯୋଜନାକୁ ସଫଳ କରିବା ପାଇଁ ସର୍ଭେ କାର୍ଯ୍ୟ କରାଉଛନ୍ତି। ବିଶେଷକରି କନ୍ଧମାଳ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଥିବା…

ଖୋଲିଲା ବଟେଶ୍ୱର ବେଳାଭୂମି: ପର୍ଯ୍ୟଟକ ମହଲରେ ଖୁସିର ଲହରି

ଗଞ୍ଜାମ,୧୪ା୫(ବିଦ୍ୟାଧର ସାହୁ): ବିରଳ ଅଲିଭ୍‌ ରିଡେଲ କଇଁଛଙ୍କ ମିଳନ, ଗଣ ଅଣ୍ଡାଦାନ ଏବଂ ପରେ ଛୁଆ କଇଁଛଙ୍କ ସମୁଦ୍ରକୁ ଆଗମନକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବେଳାଭୂମିକୁ ସର୍ବସାଧାରଣ ଯାତାୟାତ ନିଷେଧ କରାଯାଇଥିଲା। ଯାହା ଫଳରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ପଥପ୍ରାନ୍ତ ସେବାକେନ୍ଦ୍ର

ଦାରିଙ୍ଗବାଡ଼ି,୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଛନ୍ତି ହେଲେ ରାଜ୍ୟ ସରକାର ପର୍ଯ୍ୟଟକ ଓ ପଥଚାରୀଙ୍କ ସୁବିଧା ପାଇଁ ଜାତୀୟ ରାଜପଥ କଡ଼ରେ ପଥପ୍ରାନ୍ତ ସେବାକେନ୍ଦ୍ର ସ୍ଥାପନ କରିଥିଲେ। ଏହାକୁ ପୂର୍ତ୍ତ ବିଭାଗ ପରିଚାଳନା କରୁଥିବା ବେଳେ…

ହିଲ୍‌ ଭ୍ୟୁ’ରେ ଶିଶୁ ପର୍ଯ୍ୟଟକଙ୍କ ପାଇଁ ବଡ଼ ପଦକ୍ଷେପ, ଛୁଟି ଦିନରେ ବି କାର୍ଯ୍ୟ ତଦାରଖ କଲେ ବିଡିଓ

ଦାରିଙ୍ଗବାଡ଼ି,୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ଏବେ ସଜେଇ ହେବାରେ ଲାଗିଛି। ଆସନ୍ତା ପୂଜା ଋତୁରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ସୁଅ ଛୁଟିବ। ପୂର୍ବରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ଥିବା ପର୍ଯ୍ୟଟନ କ୍ଷେତ୍ର ତଥା ଡୁଲୁରୀ ପାଇନବଣଠାରୁ ଆରମ୍ଭ…

ରାମଲଲାଙ୍କୁ ଦର୍ଶନ କରିବାକୁ ଯାଉଥିବା ଟୁରିଷ୍ଟ ବସ ଓଲଟିଲା, ବହୁ ଆହତ…

ବଳରାମପୁର,୧୦।୧ : ଉତ୍ତରପ୍ରଦେଶର ବଳରାମପୁର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଠାରେ ଘନ କୁହୁଡ଼ି ଯୋଗୁଁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୧୫ ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି। ଅମ୍ବିକାପୁର-ବନାରସ ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri