Tag Archives: Team India

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଭୟଭୀତ

ସେଞ୍ଚୁରିଅନ୍‌,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜି ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନ ସୁପରସ୍ପୋର୍ଟ ପାର୍କରେ ଖେଳାଯିବ। ଏହି ମ୍ୟାଚ ପାଇଁ ଉଭୟ ଦଳ ଜୋରଦାର...

ଇତିହାସ ରଚିବାକୁ ଆଉ ମାତ୍ର ୧୧ ଉଇକେଟ ଦୂରରେ ଅଶ୍ୱିନ୍‌

ସେଞ୍ଚୁରିଅନ୍‌,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ସିରିଜ ଟିମ ଇଣ୍ଡିଆର କିମ୍ବଦନ୍ତୀ ସ୍ପିନର ଆର ଅଶ୍ୱିନଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ...

ରୋହିତଙ୍କ ପରେ କିଏ ହେବ ଟିମ୍‌ ଇଣ୍ଡିଆର ଅଧିନାୟକ? ପୂର୍ବତନ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୫।୧୨: ଆଗାମୀ ଦିନରେ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ଦିନିକିଆ ବିଶ୍ୱକପ୍‌ ପରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହେଉଛି। କାରଣ ବୟସ ବଢ଼ୁଥିବାରୁ ସେ କେତେ ସମୟ ଧରି ତିନୋଟି ଯାକ...

ଏହି ଖେଳାଳି ମାନଙ୍କ କ୍ୟାରିୟରରେ ଲାଗିଲା ବିରାମ! ଆଉ ଟିମ୍ ଇଣ୍ଡିଆକୁ ଫେରିବା ଅସମ୍ଭବ

ନୂଆଦିଲ୍ଲୀ,୪ା୧୨: ଭାରତୀୟ ଟିମ୍ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛି। ଏହି ଗସ୍ତରେ ଭାରତ ତିନୋଟି ଫର୍ମାଟ୍, ଟି୨୦, ଦିନିକିଆ ଏବଂ ଟେଷ୍ଟର ସିରିଜ୍ ଖେଳିବ। ଏଥିପାଇଁ ଭାରତୀୟ ଚୟନକର୍ତ୍ତା ତିନୋଟି ଭିନ୍ନ ଦଳ ଗଠନ କରିଛନ୍ତି ଏବଂ ମୋଟ...

ଡୁପ୍ଲିକେଟ୍‌ କୋହଲିଙ୍କୁ ଦେଖିବାକୁ ପାଇଁ ପ୍ରବଳ ଭିଡ଼: ଦେଖିଲେ ଆଖି ଖାଇଯିବ ଧୋକା

ଅହମ୍ମଦାବାଦ୍‌,୧୯।୧୧: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଫାଇନାଲ୍‌ ମ୍ୟାଚ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ବିରାଟ କୋହଲି ନିଜର ୫୦ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ...

ଭାରତ ବିଶ୍ୱକପ୍‌ ଚାମ୍ପିୟନ ହେଲେ ୟୁଜର୍ସଙ୍କୁ ୧୦୦ କୋଟି ବାଣ୍ଟିବ ଏହି ଷ୍ଟାଟଅପ୍‌ କମ୍ପାନୀ, ଚମକାଇଲା ଘୋଷଣା

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ ପ୍ରବେଶ କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ସମସ୍ତେ ନିଜ ନିଜ ଢଙ୍ଗରେ ଭାରତୀୟ ଟିମ୍‌ର ଊତ୍ସାହ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଜଣେ ଷ୍ଟାଟଅପ୍‌ କମ୍ପାନୀ ‘ଆଷ୍ଟ୍ରୋଟକ୍‌’ର ପ୍ରତିଷ୍ଠାତା ଏବଂ...

ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ: ରୋହିତ ଶର୍ମା

ମୁମ୍ବାଇ,୧୬।୧୧: ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲ ମୁକାବିଲାରେ ୭୦ ରନ୍‌ରେ ବିଜେତା ହୋଇଛି। ମ୍ୟାଚ୍‌ ପରେ ଅଧିନାୟକ ରୋହିତ ଶର୍ମା ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ରୋହିତ କହିଛନ୍ତି,...

ମ୍ୟାଚ୍‌ ପୂର୍ବରୁ ପରିବାର ସହ ଦୀପାବଳି ସେଲିବ୍ରେଟ୍‌ କଲେ ଟିମ୍‌ ଇଣ୍ଡିଆର କ୍ରିକେଟର, ଦେଖନ୍ତୁ ଜବରଦସ୍ତ ଭିଡିଓ…

ବେଙ୍ଗାଲୁରୁ,୧୨।୧୧: ନେଦରଲାଣ୍ଡ ବିପକ୍ଷରେ ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବା ପୂର୍ବରୁ ଦୀପାବଳି ସେଲିବ୍ରେଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି। ସମସ୍ତ ଖେଳାଳି ପାରମ୍ପରିକ ପୋଷାକ ପିନ୍ଧି ପରିବାର ସହ ଏକତ୍ରିତ ହୋଇଥିଲେ। ସେଠାରେ ସେମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର...

ପାକିସ୍ତାନର ଏହି ଖେଳାଳିଙ୍କ ଉପରେ ବର୍ଷିଲେ ଶାମି, କହିଲେ- ଲାଜ ଲାଗିବା କଥା…

ନୂଆଦିଲ୍ଲୀ,୮।୧୧: ପାକିସ୍ତାନର ପୂର୍ବତନ ଖେଳାଳି ହସନ ରାଜାଙ୍କ ଉପରେ ବର୍ଷିଛନ୍ତି ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ବିଶ୍ୱକପ୍‌ରେ ନିଜର ଦମ୍‌ଦାର ବୋଲିଂକୁ ନେଇ ଚର୍ଚ୍ଚାରେ ଥିବା ଶାମି ହସନଙ୍କ ଭାରତୀୟ ବୋଲରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପ୍ରସଙ୍ଗରେ...

ଟିମ ଇଣ୍ଡିଆକୁ କେବେ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା? ନେଟ୍‌ରେ ଆରମ୍ଭ କଲେ ଅଭ୍ୟାସ

ନୂଆଦିଲ୍ଲୀ,୩୦।୧୦: ଟିମ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି, କାରଣ ସେ ଭାରତର ବିଜୟରେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ୩ ରୂପରେ ସର୍ବାଧିକ ଯୋଗଦାନ ଦେଇପାରିବେ। ଖେଳୁଥିବା ଏକାଦଶରେ ତାଙ୍କର ଉପସ୍ଥିତି ସହିତ ଦଳର ସନ୍ତୁଳନ...

ଋଷଭ ପନ୍ତଙ୍କୁ ନେଇ ବଡ଼ ଅପ୍‌ଡେଟ୍‌: ଏହି ସିରିଜରୁ…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ କ୍ରିକେଟ ଟିମ୍‌ର ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖୁବ୍‌ଶୀଘ୍ର ମଇଦାନକୁ ଫେରିପାରନ୍ତି। ଏବେ ତାଙ୍କ ଫିଟ୍‌ନେସକୁ ନେଇ ବଡ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସେ ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ଅଭ୍ୟାସ କରୁଥିବା ବେଳେ ଚଳିତ ବର୍ଷ...

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ୍‌ ୨୦୨୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳିବା ମୁସ୍କିଲ। ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବା କାରଣରୁ ଇକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ଆଶଙ୍କା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri